
ଭୁବନେଶ୍ୱର, 14 ନଭେମ୍ବର (ହି.ସ.)- ଶିଶୁ ଦିବସର
ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ପ୍ରତି ଶିଶୁ ଜଣେ ଆଶାର କିରଣ ଏବଂ ଦେଶର ସ୍ୱର୍ଣ୍ଣିମ
ଭବିଷ୍ୟତ। ଶିଶୁମାନଙ୍କ ଶିକ୍ଷା, ଅଧିକାର ସୁରକ୍ଷା ଏବଂ ସର୍ବାଙ୍ଗୀନ ବିକାଶ ନିମନ୍ତେ ଆମେ ସମସ୍ତେ ମିଳିତ ପ୍ରୟାସ କରିବା
ଆବଶ୍ୟକ। ଶିଶୁ ଦିବସ ଅବସରରେ ସମସ୍ତଙ୍କୁ
ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା