
ଭୁବନେଶ୍ୱର, 18 ମାର୍ଚ୍ଚ (ହି.ସ.)- ଶୂନ୍ୟ କାଳରେ ସ୍ୱାଧୀନ ବିଧାୟକ ବିଜୟ ଦଳ ବେହେରାଙ୍କ
ବକ୍ତବ୍ୟ । ବିଜେଡି ଓ କଂଗ୍ରେସ ଶସ୍ତା ରାଜନୀତି କରିବା ବନ୍ଦ କରନ୍ତୁ । ରାଜ୍ୟସଭା ନିର୍ବାଚନ
ରେଜଲ୍ଟ ବିରୋଧୀଙ୍କୁ ହତାଶ କରିଛି । ଯଦି ସତ ସାହସ ଅଛି ଆଲୋଚନାକୁ ଆସନ୍ତୁ । ଗୃହକୁ
ବିଭ୍ରାନ୍ତ କରନ୍ତୁ ନାହିଁ ବିରୋଧୀ ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା