ବିଜେବି ଛାତ୍ର ଗଣ୍ଡଗୋଳ ଘଟଣା, ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ
ଭୁବନେଶ୍ୱର, 18 ମାର୍ଚ୍ଚ (ହି.ସ.)- ବିଜେବି ଛାତ୍ର ଗଣ୍ଡଗୋଳ ଘଟଣା। ସରିଲା ରେସିଡେନ୍ସ କମିଟି ବୈଠକ। ଗଠନ ହେଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ। ୨୪ ଘଣ୍ଟା ଭିତରେ କଲେଜ ଅଧ୍ୟକ୍ଷକଙ୍କୁ ଟିମ ଦେବ ରିପୋର୍ଟ। ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଆକ୍ରମଣ ଘଟାଇଥିବା ଛାତ୍ରଙ୍କ
ବିଜେବି ଛାତ୍ର ଗଣ୍ଡଗୋଳ ଘଟଣା, ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ


ଭୁବନେଶ୍ୱର, 18 ମାର୍ଚ୍ଚ (ହି.ସ.)- ବିଜେବି ଛାତ୍ର ଗଣ୍ଡଗୋଳ ଘଟଣା। ସରିଲା ରେସିଡେନ୍ସ

କମିଟି ବୈଠକ। ଗଠନ ହେଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ। ୨୪ ଘଣ୍ଟା ଭିତରେ କଲେଜ ଅଧ୍ୟକ୍ଷକଙ୍କୁ ଟିମ

ଦେବ ରିପୋର୍ଟ। ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଆକ୍ରମଣ ଘଟାଇଥିବା ଛାତ୍ରଙ୍କ

ଅଭିଭାବକଙ୍କୁ ଡକରା ହେବ। ସ୍ଥାନୀୟ ପୋଲିସକୁ ଅଭିଯୋଗ କରାଯାଇଥିବା କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଆକ୍ରମଣ ସମୟର

ସିସିଟିଭି ଫୁଟେଜ ପୋଲିସକୁ ଦେବ ବୋଲି କହିଛନ୍ତି କଲେଜ କର୍ତ୍ତୃପକ୍ଷ ଲକ୍ଷ୍ମୀଧର ଭୋଳ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande