
ଭୁବନେଶ୍ୱର, 18 ମାର୍ଚ୍ଚ (ହି.ସ.)- ବିଧାୟକ ଦେବୀ ତ୍ରିପାଠୀଙ୍କ ସରକାରୀ ବାସଭବନକୁ ଘେରାଉ
କଲା ବିଜେଡ଼ି I ଶତାଧିକ ବିଜୁ ଜନତା ଦଳର ଯୁବ ଓ ଛାତ୍ର ଜନତା ଦଳ
ତରଫରୁ ଦେବୀ ତ୍ରିପାଠୀଙ୍କ ଘର ସମୁଖରେ ହଙ୍ଗାମା କରାଯାଇଛି I ଶୂନ୍ୟକାଳରେ ବିଜୁ ନବୀନ ଇନ୍ସପେରେସନାଲ ଫାଉଣ୍ଡେସନ କଥା ଉଠାଇଲେ
ବିଜେପି ବିଧାୟକ ସନ୍ତୋଷ ଖଟୁଆ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା