
ଭୁବନେଶ୍ୱର, 18 ମାର୍ଚ୍ଚ (ହି.ସ.)- ଇମ୍ପ୍ରୁଭମେଂଟ ପରୀକ୍ଷା
ପାଇଁ ସିବିଏସଇ ପ୍ରକାଶ କଲା
ବିଜ୍ଞପ୍ତି । ୩ ଟି ବିଷୟରେ ଇମ୍ପ୍ରୁଭମେଂଟ ପରୀକ୍ଷା
ଦେଇପାରିବେ ଦଶମ ପରୀକ୍ଷାର୍ଥୀ । ଏନଇପି 2020 ଅନୁସାରେ ଚଳିତ
ବର୍ଷ ପ୍ରଥମ ଥର ସିବିଏସଇ ଆରମ୍ଭ
କରିଛି ୨ଟି ବୋର୍ଡ଼
ପରୀକ୍ଷା । ପାସ କରିଥିବା ପରୀକ୍ଷାର୍ଥୀଙ୍କୁ ୨ୟ ବୋର୍ଡ଼
ପରୀକ୍ଷା ଦେବାକୁ ମିଳିବ ଅନୁମତି । ମାର୍ଚ୍ଚ ୩୧ ସୁଦ୍ଧା
ପରୀକ୍ଷାର୍ଥୀଙ୍କ ତାଲିକାପ୍ରସ୍ତୁତ ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା