କୋକେଇ ଶୋଭାଯାତ୍ରା ଅତ୍ୟନ୍ତ ଦୁଃଖ ଦାୟକ ଓ ଅଭାବନୀୟ ଘଟଣା- ମାନସ ଦତ୍ତ
ଭୁବନେଶ୍ୱର, 18 ମାର୍ଚ୍ଚ (ହି.ସ.)- ବିରୋଧୀଙ୍କ କୋକେଇ ଶୋଭାଯାତ୍ରାକୁ ନେଇ ବିଜେପି ବିଧାୟକ ମାନସ ଦତ୍ତଙ୍କ କାଉଣ୍ଟର । ଏହା ଅତ୍ୟନ୍ତ ଦୁଃଖ ଦାୟକ ଓ ଅଭାବନୀୟ ଘଟଣା । ଘଟଣା ଘଟିବା ପରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ସରକାର ସମ୍ବେଦ
କୋକେଇ ଶୋଭାଯାତ୍ରା ଅତ୍ୟନ୍ତ ଦୁଃଖ ଦାୟକ ଓ ଅଭାବନୀୟ ଘଟଣା- ମାନସ ଦତ୍ତ


ଭୁବନେଶ୍ୱର, 18 ମାର୍ଚ୍ଚ (ହି.ସ.)- ବିରୋଧୀଙ୍କ କୋକେଇ ଶୋଭାଯାତ୍ରାକୁ ନେଇ ବିଜେପି ବିଧାୟକ

ମାନସ ଦତ୍ତଙ୍କ କାଉଣ୍ଟର । ଏହା ଅତ୍ୟନ୍ତ ଦୁଃଖ ଦାୟକ ଓ ଅଭାବନୀୟ ଘଟଣା । ଘଟଣା ଘଟିବା ପରେ

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ସରକାର

ସମ୍ବେଦନଶୀଳ ଅଛି । ବିଚାର ବିଭାଗୀୟ ତଦନ୍ତ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ

ମନ୍ତ୍ରୀ ନିଜର ବିବୃତି ମଧ୍ୟ ଗୃହରେ ରଖି ସାରିଛନ୍ତି । ଫ୍ୟାକ୍ଟ ଫାଇଣ୍ଡି ଟିମ ମେଡିକାଲ

ପରିଦର୍ଶନ କରି ସାରିଛନ୍ତି । ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ । ବିରୋଧୀଙ୍କ ରାଜନୀତି

ଲଜ୍ୟାଜନକ । ମର୍ମନ୍ତୁଦ ଘଟଣାରେ ରାଜନୀତି ନ କରନ୍ତୁ ବିରୋଧୀ । ସ୍ୱାସ୍ଥ୍ୟ ଭିତ୍ତି ଭୂମି

ଦୀର୍ଘ ଦିନ ହେଲା ଅବହେଳା ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande