ବିଷାକ୍ତ ଖାଦ୍ୟର ହଟସ୍ପଟ ପାଲଟିଛି ନୟାଗଡ, କଟକ ଓ ଖୋର୍ଦ୍ଧା
ଭୁବନେଶ୍ୱର, 18 ମାର୍ଚ୍ଚ (ହି.ସ.)- ରାଜ୍ୟରେ ମିଳୁଛି ବିଷାକ୍ତ ଖାଦ୍ୟ । 2025-26 ରେ ଏକ ଲକ୍ଷ 60 ହଜାର 134 ଚଢ଼ାଉ କରାଯାଇ 47 ଟି ମାମଲା ରୁଜୁ ହୋଇଛି । ସେଥିରେ 5 ଲକ୍ଷ 19 ହଜାର ଜରିମାନା ଆଦାୟ ହୋଇଛି । ବିଷାକ୍ତ ଖାଦ୍ୟର ହଟସ୍ପଟ ପାଲଟିଛି ନୟାଗଡ, କଟକ ଓ ଖୋର୍ଦ୍ଧା । ନ
ବିଷାକ୍ତ ଖାଦ୍ୟର ହଟସ୍ପଟ ପାଲଟିଛି ନୟାଗଡ, କଟକ ଓ ଖୋର୍ଦ୍ଧା


ଭୁବନେଶ୍ୱର, 18 ମାର୍ଚ୍ଚ (ହି.ସ.)- ରାଜ୍ୟରେ ମିଳୁଛି ବିଷାକ୍ତ ଖାଦ୍ୟ । 2025-26 ରେ ଏକ ଲକ୍ଷ 60 ହଜାର 134 ଚଢ଼ାଉ କରାଯାଇ 47 ଟି ମାମଲା ରୁଜୁ ହୋଇଛି । ସେଥିରେ 5 ଲକ୍ଷ 19 ହଜାର ଜରିମାନା

ଆଦାୟ ହୋଇଛି । ବିଷାକ୍ତ ଖାଦ୍ୟର ହଟସ୍ପଟ ପାଲଟିଛି ନୟାଗଡ, କଟକ ଓ ଖୋର୍ଦ୍ଧା ।

ନୟାଗଡରେ 16300, କଟକରେ 16016 ଓ ଖୋର୍ଦ୍ଧାରେ 15334 ଚଢ଼ାଉ ହୋଇଛି ।

କେନ୍ଦୁଝରରେ ସର୍ବାଧିକ ଭେଜାଲ ଖାଦ୍ୟର ମାମଲା ଆସିଛି । ସେଠି 9ଟି ମାମଲା ସାମ୍ନାକୁ ଆସିଥିବା ନେଇ ଗୃହରେ ଖାଉଟି କଲ୍ୟାଣ ମନ୍ତ୍ରୀ

କୃଷ୍ଣ ଚନ୍ଦ୍ର ପାତ୍ର ଉତ୍ତର ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande