ଏ ହେଉଛି ନିଆଁ ଲଗା ସରକାର- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ଭୁବନେଶ୍ୱର, 18 ମାର୍ଚ୍ଚ (ହି.ସ.)- ଏ ହେଉଛି ନିଆଁ ଲଗା ସରକାର। ଏ ସରକାର ମୋରାଲ ଦାୟିତ୍ୱ ନେବ ବୋଲି ଆମେ ଆଶା କରୁ ନାହିଁ। ହେଲେ ଏମାନେ ଲୋକଙ୍କ ସରକାର କହୁଛନ୍ତି ବୋଲି କହି ବର୍ଷିଛନ୍ତି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ କହିଛନ୍ତି ଯେ, ବିଜେପିର ବଡ଼ ବଡ଼
ଏ ହେଉଛି ନିଆଁ ଲଗା ସରକାର- ରଣେନ୍ଦ୍ର ପ୍ରତାପ ସ୍ୱାଇଁ


ଭୁବନେଶ୍ୱର, 18 ମାର୍ଚ୍ଚ (ହି.ସ.)- ଏ ହେଉଛି ନିଆଁ ଲଗା ସରକାର। ଏ ସରକାର ମୋରାଲ ଦାୟିତ୍ୱ ନେବ ବୋଲି ଆମେ ଆଶା କରୁ ନାହିଁ। ହେଲେ

ଏମାନେ ଲୋକଙ୍କ ସରକାର କହୁଛନ୍ତି ବୋଲି କହି ବର୍ଷିଛନ୍ତି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ

ସ୍ୱାଇଁ। ସେ କହିଛନ୍ତି ଯେ, ବିଜେପିର ବଡ଼ ବଡ଼

ନେତାମାନଙ୍କ ଏପଷ୍ଟିନ ଫାଇଲରେ ନାଁ ଗଡୁଛି। ହେଲେ ସେମାନେ ଇସ୍ତଫା ଦେଲେ ନାହିଁ। କୃଷକଙ୍କୁ

ଗାଡି ଚଢାଇ ଦେଲେ ହେଲେ ଇସ୍ତଫା ଦେଲେ ନାହିଁ। ଉପର ମୁଣ୍ଡ ପାଣି ଗୋଳିଆ ନ ହେବା ପାଇଁ ଉପର

ମୁଣ୍ଡରେ ଦାୟିତ୍ୱରେ ଥିବା ଲୋକ ଇସ୍ତଫା ଦେବା ଉଚିତ। ଏଥିପାଇଁ ଦାୟୀ ଥିବା ଲୋକଙ୍କୁ କିଏ

ପ୍ରୋଟେକସନ ଦେଉଛି। ଏମାନେ ଗର୍ବ ଅହଂକାରରେ ଭର୍ତ୍ତି ହୋଇଛନ୍ତି।ଆକ୍ସନ ନିଅ। ଉତ୍ତର ଦାୟୀ ହୁଅ

ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande