ଆଇନଜିବୀଙ୍କ ମାତୃ ବିୟୋଗ
କୋରେଇ, ୦୫ ମାର୍ଚ୍ଚ (ହି.ସ.) - କୋରେଇ ବ୍ଲକ ଅନ୍ତର୍ଗତ କରଦା ପଂଚାୟତ ରାଣୀଗୋଡା ଗ୍ରାମର ଆଇନଜିବୀ ନଟବର ପଣ୍ଡାଙ୍କ ମା ଲକ୍ଷ୍ମୀ ପଣ୍ଡାଙ୍କ (୯୮) କଟକର ଏକ ଘରୋେଇ ବିକିତ୍ସାଳୟରେ ଚିକତ୍ସିତ ଅବସ୍ଥ।। ମୃତ୍ୟୁ ଘଟିଛି । ସେ କିଛି ଦିନ ହେବ ବାର୍ଦ୍ଧର୍କ୍ୟ ଜନିତ ରୋଗରେ ପିଡିତ ଥିଲେ । ସ୍ୱର୍ଗତା ଲକ୍ଷ
ଆଇନଜିବୀଙ୍କ ମାତୃ ବିୟୋଗ


କୋରେଇ, ୦୫ ମାର୍ଚ୍ଚ (ହି.ସ.) - କୋରେଇ ବ୍ଲକ ଅନ୍ତର୍ଗତ କରଦା ପଂଚାୟତ ରାଣୀଗୋଡା ଗ୍ରାମର ଆଇନଜିବୀ ନଟବର ପଣ୍ଡାଙ୍କ ମା ଲକ୍ଷ୍ମୀ ପଣ୍ଡାଙ୍କ (୯୮) କଟକର ଏକ ଘରୋେଇ ବିକିତ୍ସାଳୟରେ ଚିକତ୍ସିତ ଅବସ୍ଥ।। ମୃତ୍ୟୁ ଘଟିଛି । ସେ କିଛି ଦିନ ହେବ ବାର୍ଦ୍ଧର୍କ୍ୟ ଜନିତ ରୋଗରେ ପିଡିତ ଥିଲେ । ସ୍ୱର୍ଗତା ଲକ୍ଷ୍ମୀ ଜଣେ ମିଷ୍ଟଭାଷୀ ସ୍ନେହୀ ଓ ଭଗବତ ଅନୁରାଗୀ ଧର୍ମପରାୟଣା ମହିଳା ଥିଲେ । କଥା ପଦପଦକେ ଶ୍ରୀମଦ ଭାଗବତ ଗୀତାର ପକ୍ତି ଉଚାରଣ କରୁଥିଲେ । ଅନ୍ତିମ ସମୟରେ ପୁତ୍ର , ନଟବର, ପୌତ୍ର ବାପୁ, ତପୁ, ଓ ପୂତ୍ରବଧୂ ମାନେ ଉପସ୍ଥିତ ଥିଲେ । ମାତାଙ୍କ ଶେଷ ଇଚ୍ଛା ଅନୁସାରେ ତାଙ୍କ ପାର୍ଥିବ ଶରୀରକୁ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ ସମ୍ପନ୍ନ କରାଯାଇଥିଲା । ତାଙ୍କ ବିୟୋଗରେ ସମଗ୍ର ଗ୍ରାମବାସୀ ଓ ଶୁଭେଚ୍ଛ ମାନେ ଶୋକବ୍ୟକ୍ତ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande