ପୂର୍ବତନ ସବ୍ରେଜିଷ୍ଟରଙ୍କ ପରଲୋକ
କେନ୍ଦ୍ରାପଡ଼ା,୦୭ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ବିଜେଡି ନେତା ଗଣେଶ ମେକାପଙ୍କ ପିତା କୃଷ୍ଣଚନ୍ଦ୍ର ମେକାପ(ସବ୍ରେଜିଷ୍ଟରଙ୍କର) ଶୁକ୍ରବାର ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁତାଙ୍କୁ ୯୫ ବର୍ଷବୟସହୋଇଥିଲା। ସ୍ୱର୍ଗତଃ ମେକାପ ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ଜ
---------------ପୂର୍ବତନ ସବ୍ରେଜିଷ୍ଟରଙ୍କ ପରଲୋକ ।


କେନ୍ଦ୍ରାପଡ଼ା,୦୭ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ବିଜେଡି ନେତା ଗଣେଶ ମେକାପଙ୍କ ପିତା କୃଷ୍ଣଚନ୍ଦ୍ର ମେକାପ(ସବ୍ରେଜିଷ୍ଟରଙ୍କର) ଶୁକ୍ରବାର ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁତାଙ୍କୁ ୯୫ ବର୍ଷବୟସହୋଇଥିଲା। ସ୍ୱର୍ଗତଃ ମେକାପ ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ଜୀବନର ଶେଷସମୟ ପର୍ଯ୍ୟନ୍ତ ଶ୍ରୀବଳଦେବଜୀଉ ମନ୍ଦିରର ନାମକୀର୍ଲନ କରି ଆସୁଥିଲେ। ତାଙ୍କ ପରଲୋକରଖବର ପାଇକେନ୍ଦ୍ରାପଡାବିଧାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ। ଶ୍ରୀମଦ୍ ବାୟାବାବାଙ୍କର ସେ ପଟ୍ଟଶିଷ୍ୟ ଥିଲେ ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande