ଆଇନଜିବୀଙ୍କ ମାତୃ ବିୟୋଗ
କୋରେଇ, ୫ ମାର୍ଚ୍ଚ (ହି.ସ.)- କୋରେଇ ବ୍ଲକ ଅନ୍ତର୍ଗତ କରଦା ପଂଚାୟତ ରାଣୀଗୋଡା ଗ୍ରାମର ଆଇନଜିବୀ ନଟବର ପଣ୍ଡାଙ୍କ ମା ଲକ୍ଷ୍ମୀ ପଣ୍ଡାଙ୍କ (୯୮) କଟକର ଏକ ଘରୋଇ ବିକିତ୍ସାଳୟରେ ଚିକତ୍ସିତ ଅବସ୍ଥ।ରେ ମୃତ୍ୟୁ ଘଟିଛି । ସେ କିଛି ଦିନ ହେବ ବାର୍ଦ୍ଧର୍କ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ସ୍ୱର୍ଗତା ଲ
ଆଇନଜିବୀଙ୍କ ମାତୃ ବିୟୋଗ


କୋରେଇ, ୫ ମାର୍ଚ୍ଚ (ହି.ସ.)- କୋରେଇ ବ୍ଲକ ଅନ୍ତର୍ଗତ କରଦା ପଂଚାୟତ ରାଣୀଗୋଡା ଗ୍ରାମର ଆଇନଜିବୀ ନଟବର ପଣ୍ଡାଙ୍କ ମା ଲକ୍ଷ୍ମୀ ପଣ୍ଡାଙ୍କ (୯୮) କଟକର ଏକ ଘରୋଇ ବିକିତ୍ସାଳୟରେ ଚିକତ୍ସିତ ଅବସ୍ଥ।ରେ ମୃତ୍ୟୁ ଘଟିଛି । ସେ କିଛି ଦିନ ହେବ ବାର୍ଦ୍ଧର୍କ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ସ୍ୱର୍ଗତା ଲକ୍ଷ୍ମୀ ଜଣେ ମିଷ୍ଟଭାଷୀ ସ୍ନେହୀ ଓ ଭଗବତ ଅନୁରାଗୀ ଧର୍ମପରାୟଣା ମହିଳା ଥିଲେ । ଅନ୍ତିମ ସମୟରେ ପୁତ୍ର , ନଟବର, ପୌତ୍ର ବାପୁ, ତପୁ, ଓ ପୂତ୍ରବଧୂ ମାନେ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କ ବିୟୋଗରେ ସମଗ୍ର ଗ୍ରାମବାସୀ ଓ ଶୁଭେଛୁ ମାନେ ଶୋକବ୍ୟକ୍ତ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande