ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ
ଭୁବନେଶ୍ୱର, 06 ମାର୍ଚ୍ଚ (ହି.ସ.)- ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସରକାରୀ କାର୍ଯ୍ୟକ୍ରମ ସାରି ଦଳୀୟ କାର୍ଯ୍ୟାଳୟ ଆସିବେ ଶାହ । ରାଜ୍ୟ ସଙ୍ଗଠନ ବାବଦରେ ନେତୃତ୍ଵ ମାନଙ୍କ ସହ କରିବେ ଆଲୋଚନା । ଏହି ସମୟରେ ରାଜ୍ୟ ସଭାପତି
ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିବେ କେନ୍ଦ୍ର ଗୃହ     ମନ୍ତ୍ରୀ ଅମିତ ଶାହ


ଭୁବନେଶ୍ୱର, 06 ମାର୍ଚ୍ଚ (ହି.ସ.)- ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିବେ କେନ୍ଦ୍ର

ଗୃହ ମନ୍ତ୍ରୀ ଅମିତ ଶାହ । ସରକାରୀ କାର୍ଯ୍ୟକ୍ରମ ସାରି ଦଳୀୟ କାର୍ଯ୍ୟାଳୟ ଆସିବେ ଶାହ ।

ରାଜ୍ୟ ସଙ୍ଗଠନ ବାବଦରେ ନେତୃତ୍ଵ ମାନଙ୍କ ସହ କରିବେ ଆଲୋଚନା । ଏହି ସମୟରେ ରାଜ୍ୟ ସଭାପତି

ମନମୋହନ ସାମଲ, ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର

ପ୍ରଧାନ ଏବଂ ଦଳର ତୁଙ୍ଗ ନେତା ମାନେ ଉପସ୍ଥିତ ରହିବେ । ରାଜ୍ୟ କାର୍ଯ୍ୟାଳୟରେ ଶାହ ପ୍ରାୟ ୧

ଘଣ୍ଟା ରହିବା ବୋଲି ସୂଚନା ମିଳିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande