ଇନଫୋଭ୍ୟାଲିରେ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଭୂମି ପୂଜନ କରିବ ଅମିତ ଶାହ
ଭୁବନେଶ୍ୱର, 06 ମାର୍ଚ୍ଚ (ହି.ସ.)- ଆଜି 2.55 ସମୟରେ ଭୁବନେଶ୍ବର ଉପକଣ୍ଠ ଇନଫୋଭ୍ୟାଲିରେ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହେବେ ଗୃହମନ୍ତ୍ରୀ ଅମିତ ଶାହ । ମୁଣ୍ଡଳୀ ଅଭିମୁଖେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଉ
ଇନଫୋଭ୍ୟାଲିରେ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ     ବିଶ୍ୱବିଦ୍ୟାଳୟର ଭୂମି ପୂଜନ କରିବ ଅମିତ ଶାହ


ଭୁବନେଶ୍ୱର, 06 ମାର୍ଚ୍ଚ (ହି.ସ.)- ଆଜି 2.55 ସମୟରେ ଭୁବନେଶ୍ବର ଉପକଣ୍ଠ

ଇନଫୋଭ୍ୟାଲିରେ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଭୂମି ପୂଜନ କାର୍ଯ୍ୟକ୍ରମରେ

ସାମିଲ ହେବେ ଗୃହମନ୍ତ୍ରୀ ଅମିତ ଶାହ । ମୁଣ୍ଡଳୀ ଅଭିମୁଖେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ

ଗୃହମନ୍ତ୍ରୀଙ୍କ ଗ୍ରସ୍ତ ଉପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି I

8 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ଥିବା ବେଳେ 56 ଜଣ ଅଫିସର ମୁତୟନ ହୋଇଛନ୍ତି I ସ୍ପେଶାଲ ଟ୍ରାଟିକାଲ ୟୁନିଟର

ଗୋଟେ ପ୍ଲାଟୁନ୍ ଥିବା ବେଳେ,

ବୋମା ସ୍କ୍ୱାର୍ଡ,

ସନ୍ଧାନୀ କୁକୁର ସହିତ ଭିତ୍ତି ପ୍ରସ୍ତର ସମୟରେ ପାଖାପାଖି ଦୁଇ ହଜାରରୁ ଅଧିକ ସାଧାରଣ ଲୋକ

ଉପସ୍ଥିତ ରହିବେ I ଯାହାକୁ ନେଇ ବିଭିନ୍ନ ଏଣ୍ଟ୍ରି ପଏଣ୍ଟରେ ବ୍ୟାପକ କଡା କଡି ଚେକିଂ ବ୍ୟବସ୍ଥା ରହିଛି I

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande