ରାଜ୍ୟସଭା ବିଜୟ ସୂତ୍ରରେ ଯିଏ ପାରଙ୍ଗମ ସିଏ ଆଗକୁ ଯିବ- ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ୱର, 06 ମାର୍ଚ୍ଚ (ହି.ସ.) ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ବିଜୟ ନିଶ୍ଚିତ : ଗୋକୁଳାନନ୍ଦ ମଲ୍ଲିକ - ରାଜନୀତି ଏକ ଗହନ ବିଷୟ । ଦିଲ୍ଲୀପ ରାୟଙ୍କ ସବୁ ଦଳ ସହିତ ବହୁତ ଭଲ ସମ୍ପର୍କ ରହିଛି । ସବୁ ଦଳ ଲୋକ ତାଙ୍କୁ ଭଲ ପାଉଛନ୍ତି । ଏହାକୁ ଦେଖି
ରାଜ୍ୟସଭା ବିଜୟ ସୂତ୍ରରେ ଯିଏ ପାରଙ୍ଗମ ସିଏ ଆଗକୁ ଯିବ- ଗୋକୁଳାନନ୍ଦ     ମଲ୍ଲିକ


ଭୁବନେଶ୍ୱର, 06 ମାର୍ଚ୍ଚ (ହି.ସ.)

ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ବିଜୟ

ନିଶ୍ଚିତ : ଗୋକୁଳାନନ୍ଦ ମଲ୍ଲିକ

- ରାଜନୀତି ଏକ ଗହନ ବିଷୟ । ଦିଲ୍ଲୀପ ରାୟଙ୍କ

ସବୁ ଦଳ ସହିତ ବହୁତ ଭଲ ସମ୍ପର୍କ ରହିଛି । ସବୁ ଦଳ ଲୋକ ତାଙ୍କୁ ଭଲ ପାଉଛନ୍ତି । ଏହାକୁ

ଦେଖିଲେ ଦିଲ୍ଲୀପ ରାୟ ନିଶ୍ଚୟ ବିଜୟ ଲାଭ କରିବେ । ଦିଲ୍ଲୀପ ରାୟ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ।

ରାଜନୈତିକ ଅଭିଜ୍ଞତା ରହିଛି । ରାଜ୍ୟସଭା ବିଜୟ ସୂତ୍ରରେ ଯିଏ ପାରଙ୍ଗମ ସିଏ ବିଜୟ ଲାଭ କରିବ ।

2002ରେ ଦିଲ୍ଲୀପ ରାୟ କେମିତି ରାଜ୍ୟସଭା ଯାଇଥିଲେ ଆପଣମାନେ ଜାଣିଛନ୍ତି । ସେ ସୂତ୍ର ତାଙ୍କୁ

ଭଲ ଭାବେ ଜଣା । ତେଣୁ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ବିଜୟ ନିଶ୍ଚିତ ବୋଲି ମତ୍ସ୍ୟ

ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande