
ଭୁବନେଶ୍ୱର, 06 ମାର୍ଚ୍ଚ (ହି.ସ.)- ଟି-20 ୱାର୍ଲ୍ଡ କପ୍ ସେମିଫାଇନାଲରେ ବିଜୟ ପାଇଁ
ଇଣ୍ଡିଆ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ ଟି-20 ୱାର୍ଲ୍ଡ କପ୍ ସେମିଫାଇନାଲରେ ଅଦ୍ଭୁତ ବିଜୟ ପାଇଁ
ଟିମ୍ ଇଣ୍ଡିଆକୁ ଅଭିନନ୍ଦନ!
ଦୃଢ ସଙ୍କଳ୍ପ, କୌଶଳ ଓ ଉତ୍କୃଷ୍ଟ ଦଳୀୟ
ସମନ୍ୱୟରେ ଭରିଥିବା ଏକ ଚମତ୍କାର ପ୍ରଦର୍ଶନ। ଗ୍ରାଣ୍ଡ ଫାଇନାଲ ପାଇଁ ସମସ୍ତଙ୍କୁ ଅନେକ ଶୁଭେଚ୍ଛା।
ସମଗ୍ର ଦେଶ ତୁମମାନଙ୍କ ପାଇଁ ଉତ୍ସାହର ସହିତ ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା