
ଭୁବନେଶ୍ୱର, 06 ମାର୍ଚ୍ଚ (ହି.ସ.)- ଝାରପଡା ଜେଲରେ ଥିବା କ୍ଵାର୍ଟର ଭିତରେ ୱାର୍ଡର
ଆତ୍ମହତ୍ୟା କରିଛନ୍ତି । ୱାର୍ଡରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ୍ୟୁର କାରଣ
ଅସ୍ପଷ୍ଟ ରହିଛି । ମୃତକଙ୍କ ନାଁ ସାରଥୀ ପ୍ରଧାନ । ଘଟଣା ସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସର
ଛାନଭିନ କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା