ବିଜେଡି ନିଜ ସ୍ଥିତି ବଞ୍ଚାଇବାକୁ କଂଗ୍ରେସ ସହ ହାତ ମିଳାଇଛି- ସମବାୟ ମନ୍ତ୍ରୀ
ଭୁବନେଶ୍ୱର, 06 ମାର୍ଚ୍ଚ (ହି.ସ.)- ବିଜେଡି ନିଜ ସ୍ଥିତି ବଞ୍ଚାଇବାକୁ କଂଗ୍ରେସ ସହ ହାତ ମିଳେଇଛି । ଇଏ ସମୟ ସମୟର କଥା । ବିଜେଡିର ପରିସ୍ଥିତି ବର୍ତ୍ତମାନ ଭଲ ନାହିଁ । ବିଜେଡି ତଳକୁ ତଳକୁ ଯାଉଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି । ବିଜେଡିର ଡ଼ଙ୍ଗା
ବିଜେଡି ନିଜ ସ୍ଥିତି ବଞ୍ଚାଇବାକୁ କଂଗ୍ରେସ ସହ ହାତ ମିଳାଇଛି-     ସମବାୟ ମନ୍ତ୍ରୀ


ଭୁବନେଶ୍ୱର, 06 ମାର୍ଚ୍ଚ (ହି.ସ.)- ବିଜେଡି ନିଜ ସ୍ଥିତି ବଞ୍ଚାଇବାକୁ କଂଗ୍ରେସ ସହ

ହାତ ମିଳେଇଛି । ଇଏ ସମୟ ସମୟର କଥା । ବିଜେଡିର ପରିସ୍ଥିତି ବର୍ତ୍ତମାନ ଭଲ ନାହିଁ । ବିଜେଡି

ତଳକୁ ତଳକୁ ଯାଉଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି । ବିଜେଡିର ଡ଼ଙ୍ଗା

ବୁଡୁ ଥିବାରୁ ସାହାରା ପାଇଁ କଂଗ୍ରେସର ହାତ ଧରିଛି ବିଜେଡି । ବିଜେଡି ଗୋଟେ ସୁବିଧାବାଦୀ ଦଳ ।

ଯେଉଁଠି ସୁବିଧା ଦେଖନ୍ତି ତାଙ୍କ ସହ ରୁହନ୍ତି । ଦୁଇ ଦଳ ଯାକ ଯେତେ ଏକାଠି ହେଲେ ବି ଦୁଇ ଜଣ

ଙ୍ ଆଦର୍ଶ ଓ ବିଚାରଧାରା କେବେ ବି ଏକ ହୋଇ ପାରିବ ନାହିଁ । ରାଜ୍ୟସଭାରେ ବିଜେପି ଜିତିଛୁ ଏବଂ

ଜିତିବ ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande