ଭବିଷ୍ୟତ ସବୁ କଥାର ଉତ୍ତର ଦେବ- ପ୍ରସନ୍ନ ଆଚାର୍ଯ୍ୟ
ଭୁବନେଶ୍ୱର, 06 ମାର୍ଚ୍ଚ (ହି.ସ.)- କଂଗ୍ରେସ - ବିଜେଡି ସମୀକରଣ ଆଗକୁ ବଢିବା ଉପରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଭବିଷ୍ୟତ ସବୁ କଥାର ଉତ୍ତର ଦେବ। ସମୟ ସବୁ କଥାର ଉତ୍ତର ଦେବ। କିନ୍ତୁ ଗୋଟିଏ ନିର୍ବାଚନ ରାଜ
ଭବିଷ୍ୟତ ସବୁ କଥାର ଉତ୍ତର ଦେବ- ପ୍ରସନ୍ନ ଆଚାର୍ଯ୍ୟ


ଭୁବନେଶ୍ୱର, 06 ମାର୍ଚ୍ଚ (ହି.ସ.)- କଂଗ୍ରେସ - ବିଜେଡି ସମୀକରଣ ଆଗକୁ ବଢିବା ଉପରେ

ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ,

ଭବିଷ୍ୟତ ସବୁ କଥାର ଉତ୍ତର ଦେବ। ସମୟ ସବୁ କଥାର ଉତ୍ତର ଦେବ। କିନ୍ତୁ ଗୋଟିଏ ନିର୍ବାଚନ

ରାଜନୀତିର ସବୁ କିଛି ନୁହେଁ। ରାଜନୀତି ଏକ ବ୍ୟାପକ ଜିନିଷ। ଗୋଟିଏ ରାଜ୍ୟ ସଭା ନିର୍ବାଚନ

ରାଜ୍ୟର ଭବିଷ୍ୟତ ଓ ରାଜନୀତିର ଭବିଷ୍ୟତ ନିର୍ଣ୍ଣୟ କରିବନି। ସମୟ ସବୁ କଥାର ଉତ୍ତର ଦେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande