
ଭୁବନେଶ୍ୱର, 06 ମାର୍ଚ୍ଚ (ହି.ସ.)- ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଚାଲିଛି ପ୍ରାର୍ଥି
ପତ୍ର ଯାଞ୍ଚ । ବିଜେଡି ପ୍ରାଥି ସଂତୃପ୍ତ ମିଶ୍ର, କମନ କ୍ୟାଣ୍ଡେଟ ଦତ୍ତେଶ୍ୱର ହୋତା
ଯାଞ୍ଚ ସମୟରେ ଉପସ୍ଥିତ ରହିଛନ୍ତି । ସେହିଭଳି ସ୍ୱାଧୀନ ପ୍ରାର୍ଥି ଦିଲ୍ଲୀପ ରାୟ ଓ ବିଜେପିର
ଦୁଇ ପ୍ରାର୍ଥି ମନ ମୋହନ ସାମଲ ଓ ସୁଜିତ କୁମାରଙ୍କର ମଧ୍ୟ ଆଜି ପ୍ରାର୍ଥି ପତ୍ର ଯାଞ୍ଚ ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା