
ଭୁବନେଶ୍ୱର, ୦୭ ମାର୍ଚ୍ଚ (ହି.ସ)- ରାଜ୍ୟସଭା ନିର୍ବାଚନ ନେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ ଦିଲ୍ଲୀପଙ୍କ ଆଡ଼କୁ ବିଜୁପ୍ରେମୀ ଢଳିବେ। ବିଜେଡିରେ ଏବେ ୨ ଗୋଷ୍ଠୀ। ଗୋଟିଏ ବିଜୁ ପ୍ରେମୀ ଅନ୍ୟଟି ନବୀନ ପ୍ରେମୀ। ତେଣୁ ଫଳାଫଳକୁ ଅପେକ୍ଷା କରନ୍ତୁ। ବିଜେପି ତିନି ସିଟ୍ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା