ଖଡଗେଙ୍କୁ ଭେଟିଲେ ଦତେଶ୍ୱର
ଭୁବନେଶ୍ୱର, ୦୭ ମାର୍ଚ୍ଚ (ହି.ସ)- ରାଜ୍ୟସଭା ନିର୍ବାଚନ ପାଇଁ ମିଳିତ ପ୍ରାର୍ଥୀ ଦତେଶ୍ୱର ହୋତା ଶନିବାର ନୂଆଦିଲ୍ଲୀରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଛନ୍ତି। ଏହି ଅବସରରେ ପିସିସି ସଭାପତି ଭକ୍ତ ଦାସ ଓ ପ୍ରଭାରୀ ଅଜୟ ଲୁଲୁ ଉପସ୍ଥିତ ଥିଲେ। କଂଗ୍ରେସ ଓ ବିଜେଡ଼ିର କମନ୍ ରାଜ୍ୟସଭା
ଖଡଗେଙ୍କୁ ଭେଟିଲେ ଦତେଶ୍ୱର


ଭୁବନେଶ୍ୱର, ୦୭ ମାର୍ଚ୍ଚ (ହି.ସ)- ରାଜ୍ୟସଭା ନିର୍ବାଚନ ପାଇଁ ମିଳିତ ପ୍ରାର୍ଥୀ ଦତେଶ୍ୱର ହୋତା ଶନିବାର ନୂଆଦିଲ୍ଲୀରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଛନ୍ତି। ଏହି ଅବସରରେ ପିସିସି ସଭାପତି ଭକ୍ତ ଦାସ ଓ ପ୍ରଭାରୀ ଅଜୟ ଲୁଲୁ ଉପସ୍ଥିତ ଥିଲେ। କଂଗ୍ରେସ ଓ ବିଜେଡ଼ିର କମନ୍ ରାଜ୍ୟସଭା ପ୍ରାର୍ଥୀ ହେଉଛନ୍ତି ଡା. ଦତେଶ୍ୱର ହୋତା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande