ଅଗ୍ନିକାଣ୍ଡ ଘଟି ୨ଗୋରୁ ଜୀବନ୍ତ ଦଗ୍ଧ
ଭଦ୍ରକ, ୧୭ ଅପ୍ରେଲ (ହି.ସ.) - ଆରଡି ନିକଟସ୍ଥ ଭୂଇଁପୁର ଗାଁର ଶୁକ୍ରବାର ଭୋର ସମୟରେ ଅଶୋକ ବିଶ୍ୱାଳଙ୍କ ଗୁହାଳ ଘରେ କୈଣସି କାରଣରୁ ଅଗ୍ନିକାଣ୍ଡ ଘଟି ୨ଟି ଗୋରୁଙ୍କର ଜିବନ୍ତ ଦଗ୍ଧ ହୋଇଛି। ଗୁହାଳ ଘରେ ନିଆଁ ଦେଖି ଗାଁ ଲୋକ ନିଆଁକୂ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ନିଆଁର ପ୍ରକୋପ ଏପରି
AGNIKANDA - 2 GORU JIBANTA DAGDHA


ଭଦ୍ରକ, ୧୭ ଅପ୍ରେଲ (ହି.ସ.) - ଆରଡି ନିକଟସ୍ଥ ଭୂଇଁପୁର ଗାଁର ଶୁକ୍ରବାର ଭୋର ସମୟରେ ଅଶୋକ ବିଶ୍ୱାଳଙ୍କ ଗୁହାଳ ଘରେ କୈଣସି କାରଣରୁ ଅଗ୍ନିକାଣ୍ଡ ଘଟି ୨ଟି ଗୋରୁଙ୍କର ଜିବନ୍ତ ଦଗ୍ଧ ହୋଇଛି। ଗୁହାଳ ଘରେ ନିଆଁ ଦେଖି ଗାଁ ଲୋକ ନିଆଁକୂ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ନିଆଁର ପ୍ରକୋପ ଏପରି ଥିଲା ଆୟତ କରିବା ସମ୍ଭବ ହୋଇନଥିଲା। ଖବର ପାଇ ଅଗ୍ନିଶମ ଗାଡି ପହଂଚିଥିଲେ ମଧ୍ୟ ନିଆଁ ଆରେ ସବୁକିଛି ଜଳି ପୋଡି ପାଉଁଶ ହୋଇଯିବା ସହ ଗୁହାଳେ ଥିବା ୨ଗୋରୁଙ୍କର ଜିବନ୍ତ ଦଗ୍ଧ ହୋଇଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande