ଗହ୍ମାରିଆରେ ଷୋହଳ ପ୍ରହର ନାମଯଞ୍ଜ ଉଦଯାପିତ
କେନ୍ଦୁଝର, ୧୭ ଏପ୍ରିଲ୍ (ହି.ସ.)- କେନ୍ଦୁଝରଗଡ଼ ୱାର୍ଡ ନଂ ୨୧ରେ ୧୫ ଠାରୁ ଆରମ୍ଭ ହୋଇଥିବା ଷୋହଳପ୍ରହର ନାମଯଜ୍ଞ ଆଜି ଉଦଯାପିତ ହୋଇଛି। ଦୀର୍ଘ ଚାରିଦିନ ଧରି ଚାଲିଥିବା ଏହି ନାମଯଜ୍ଞରେ କେନ୍ଦୁଝର ଜିଲ୍ଲାରୁ କାଳିମାଟି, କାଣ୍ଡଶର, ଛେମୁଣ୍ଡିବିଲ, ବଡକମଣ୍ଡରା ଦଳ ଭାଗ ନେଇଥିଲେ। ପୂଜକ ଶଶଧର ମିଶ୍ରଙ
ଗହ୍ମାରିଆରେ ଷୋହଳ ପ୍ରହର ନାମଯଞ୍ଜ ଉଦଯାପିତ


କେନ୍ଦୁଝର, ୧୭ ଏପ୍ରିଲ୍ (ହି.ସ.)- କେନ୍ଦୁଝରଗଡ଼ ୱାର୍ଡ ନଂ ୨୧ରେ ୧୫ ଠାରୁ ଆରମ୍ଭ ହୋଇଥିବା ଷୋହଳପ୍ରହର ନାମଯଜ୍ଞ ଆଜି ଉଦଯାପିତ ହୋଇଛି। ଦୀର୍ଘ ଚାରିଦିନ ଧରି ଚାଲିଥିବା ଏହି ନାମଯଜ୍ଞରେ କେନ୍ଦୁଝର ଜିଲ୍ଲାରୁ କାଳିମାଟି, କାଣ୍ଡଶର, ଛେମୁଣ୍ଡିବିଲ, ବଡକମଣ୍ଡରା ଦଳ ଭାଗ ନେଇଥିଲେ। ପୂଜକ ଶଶଧର ମିଶ୍ରଙ୍କ ସାଥିରେ ଅନୁଷ୍ଠାନର କର୍ମକର୍ତ୍ତା ସର୍ବଶ୍ରୀ ଧାମା ମାଝୀ, ଉମାକାନ୍ତ ବେହେରା, ଗୋପାଳ ଚନ୍ଦ୍ର ପାତ୍ର, ଗୋପାଳ ଚନ୍ଦ୍ର ସେଠି, ବସନ୍ତ ପାତ୍ର, ଭାସ୍କର ପାତ୍ର, ତରଣୀସେନ ପାତ୍ର, କୈଳାଶ ଚନ୍ଦ୍ର ଦାସ, ଧନେଶ୍ୱର ମହାନ୍ତ, ତରୁଣ ପାତ୍ର, ବିଜୟ ମହାରଣା, କାଳିଚରଣ ସାହୁ.ରମେଶ ପାତ୍ର ଶରତ ଚନ୍ଦ୍ର ଭୋଇ ଓ ରମେଶ ଚନ୍ଦ୍ର ପାତ୍ର ଏହି କାର୍ଯ୍ୟରେ ସହଯୋଗ କରିଥିଲେ। ସର୍ବଶ୍ରୀ ଶିବପ୍ରସାଦ ମହାନ୍ତ, ତ୍ରିଲୋଚନ ସାହୁ, ସ୍ମୃତିସାଗର ଶୁଭପ୍ରକାଶ କର୍ତ୍ତା ଭାବରେ ନିଷ୍ଠାର ସହିତ ତାଙ୍କ କାର୍ଯ୍ୟ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande