ପବିତ୍ର ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 19 ଏପ୍ରିଲ୍ (ହି.ସ.)- ପବିତ୍ର ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସୌଭାଗ୍ୟ ଓ ସମୃଦ୍ଧିର ପବିତ୍ର ପର୍ବ ଅକ୍ଷୟ ତୃତୀୟାର ଶୁଭେଚ୍ଛା। ଅକ୍ଷୟ
ପବିତ୍ର ଅକ୍ଷୟ ତୃତୀୟାର     ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 19 ଏପ୍ରିଲ୍ (ହି.ସ.)- ପବିତ୍ର ଅକ୍ଷୟ

ତୃତୀୟାର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ

ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସୌଭାଗ୍ୟ ଓ ସମୃଦ୍ଧିର ପବିତ୍ର ପର୍ବ ଅକ୍ଷୟ

ତୃତୀୟାର ଶୁଭେଚ୍ଛା।

ଅକ୍ଷୟ ତୃତୀୟାର ଏହି ପବିତ୍ର

ପର୍ବ ଆମକୁ ସେବା, ସଦାଚାର ଓ ସକାରାତ୍ମକ ସଂକଳ୍ପ ମାଧ୍ୟମରେ ଜୀବନକୁ ଆହୁରି

ଅର୍ଥପୂର୍ଣ୍ଣ କରିବାର ପ୍ରେରଣା ଦେଇଥାଏ। ଭଗବାନ ଶ୍ରୀ ବିଷ୍ଣୁ ଏବଂ ମାଆ ଲକ୍ଷ୍ମୀଙ୍କୁ

ପ୍ରାର୍ଥନା ଯେ ଏହି ପର୍ବ ସମସ୍ତଙ୍କ ଜୀବନରେ ଅକ୍ଷୟ ଆନନ୍ଦ, ଆରୋଗ୍ୟ ଓ ସମୃଦ୍ଧି ଆଣୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande