ଜମି ବ୍ୟବସାୟୀ ସୁଧାର ପାତ୍ରର ସୁପାରୀକିଲର ସୁରତରୁ ଗିରଫ
ଗଂଜାମ, 23 ଏପ୍ରିଲ୍ (ହି.ସ.) ବ୍ରହ୍ମପୁରର ଜମି ବ୍ୟବସାୟୀ ସୁଧୀର ପାତ୍ରକୁ ଗତ ୧୫ତାରିଖରେ ଅପହରଣ କରାଯାଇ ହତ୍ୟା କରିବା ଘଟଣାରେ ବ୍ରହ୍ମପୁର ପୁଲିସ ଗତକାଲି ସୁରତରୁ ଵନାରସର ସୁପାରୀ କିଲର ସୂରଯ ପ୍ରତାପକୁ ଗିରଫ କରି ଆଣି ତଦନ୍ତ ଆରମ୍ଭ କରିଛି। ତାଠାରୁ ପୁଲିସ ହତ୍ୟାକାଣ୍ଡର ସମସ୍ତ ସୁରାକ ପାଇବ ଵ
ଜମି ବ୍ୟବସାୟୀ ସୁଧାର ପାତ୍ରର ସୁପାରୀକିଲର ସୁରତରୁ ଗିରଫ


ଗଂଜାମ, 23 ଏପ୍ରିଲ୍ (ହି.ସ.) ବ୍ରହ୍ମପୁରର ଜମି ବ୍ୟବସାୟୀ ସୁଧୀର ପାତ୍ରକୁ ଗତ ୧୫ତାରିଖରେ ଅପହରଣ କରାଯାଇ ହତ୍ୟା କରିବା ଘଟଣାରେ ବ୍ରହ୍ମପୁର ପୁଲିସ ଗତକାଲି ସୁରତରୁ ଵନାରସର ସୁପାରୀ କିଲର ସୂରଯ ପ୍ରତାପକୁ ଗିରଫ କରି ଆଣି ତଦନ୍ତ ଆରମ୍ଭ କରିଛି। ତାଠାରୁ ପୁଲିସ ହତ୍ୟାକାଣ୍ଡର ସମସ୍ତ ସୁରାକ ପାଇବ ଵୋଲି ଆଶାଵାଦୀ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande