ଗରମ ରାତି ନେଇ ୨୪ ଓ ୨୫ ତାରିଖ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ
ଭୁବନେଶ୍ୱର, ୨୩ ଅପ୍ରେଲ (ହି.ସ.)- ଗରମ ରାତି ନେଇ ଅପ୍ରେଲ ୨୪ ଓ ୨୫ ତାରିଖ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଗରମ ରାତି ନେଇ ୨୪ ତାରିଖ ୩ ଜିଲ୍ଲା(ସମ୍ବଲପୁର, ବଲାଙ୍ଗିର, କନ୍ଧମାଳ)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଗରମ ରାତି ନେଇ ୨୫ ତାରିଖ ୩ ଜି
ଗରମ ରାତି ନେଇ ୨୪ ଓ ୨୫ ତାରିଖ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ-୨


ଗରମ ରାତି ନେଇ ୨୪ ଓ ୨୫ ତାରିଖ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ


ଭୁବନେଶ୍ୱର, ୨୩ ଅପ୍ରେଲ (ହି.ସ.)- ଗରମ ରାତି ନେଇ ଅପ୍ରେଲ ୨୪ ଓ ୨୫ ତାରିଖ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଗରମ ରାତି ନେଇ ୨୪ ତାରିଖ ୩ ଜିଲ୍ଲା(ସମ୍ବଲପୁର, ବଲାଙ୍ଗିର, କନ୍ଧମାଳ)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ସେହିପରି ଗରମ ରାତି ନେଇ ୨୫ ତାରିଖ ୩ ଜିଲ୍ଲା(ସମ୍ବଲପୁର, ବଲାଙ୍ଗିର, କନ୍ଧମାଳ)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande