୬ ମାସ ଭିତରେ କାର୍ଯ୍ୟକାରୀ ହେବ ଓଡ଼ିଶା ସିଟି ଗ୍ୟାସ୍ ବିତରଣ ନୀତି
ଭୁବନେଶ୍ୱର, 23 ଏପ୍ରିଲ (ହି.ସ)- ୬ ମାସ ଭିତରେ କାର୍ଯ୍ୟକାରୀ ହେବ ଓଡ଼ିଶା ସିଟି ଗ୍ୟାସ୍ ବିତରଣ ନୀତି। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କାଲି କ୍ୟାବିନେଟ ମଞ୍ଜୁରୀ ପରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଲକ୍ଷ୍ୟ ରଖିଛୁ
୬ ମାସ ଭିତରେ କାର୍ଯ୍ୟକାରୀ ହେବ     ଓଡ଼ିଶା ସିଟି ଗ୍ୟାସ୍ ବିତରଣ ନୀତି


ଭୁବନେଶ୍ୱର, 23 ଏପ୍ରିଲ (ହି.ସ)-

୬ ମାସ ଭିତରେ କାର୍ଯ୍ୟକାରୀ ହେବ ଓଡ଼ିଶା ସିଟି ଗ୍ୟାସ୍ ବିତରଣ ନୀତି। ଏନେଇ ସୂଚନା

ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କାଲି କ୍ୟାବିନେଟ

ମଞ୍ଜୁରୀ ପରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଲକ୍ଷ୍ୟ ରଖିଛୁ

୬ ମାସ ଭିତରେ ସିଟି ଗ୍ୟାସ୍ ବିତରଣ ନୀତି କାର୍ଯ୍ୟକାରୀ ହେବ। ସହରରେ ପିଏନଜି, ସିଏଜିବ୍ୟବସ୍ଥା

ହେବ।ସିଏନଜିଗାଡ଼ିକୁ

ପ୍ରୋତ୍ସାହନ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande