ଟ୍ୱିନ ସିଟିରେ ଟ୍ରାଫିକ୍ ଯନ୍ତ୍ରଣା ଏଡ଼ାଇବାକୁ ତିଆରି ହେବ ୪ଟି ଅଲଟରନେଟିଭ୍ ୱେ
ଭୁବନେଶ୍ୱର, ୨୩ ଏପ୍ରିଲ (ହି.ସ)- କଟକ-ଭୁବନେଶ୍ୱର ଟ୍ରାଫିକ୍ ଯନ୍ତ୍ରଣା ଏଡ଼ାଇବାକୁ ତିଆରି ହେବ ୪ଟି ଅଲଟରନେଟିଭ୍ ୱେ। ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଦୁଇ ସହରକୁ ଏକାଧିକ ଏଂଟ୍ରି ପଏଂଟ ରହିଲେ ଭିଡ଼ କମିବ। ୨୪ ବର୍ଷ ସରକାରରେ ଅଲଟରନେଟିଭ୍ ରାସ୍ତା ଯୋଜନ
prithiviraj harichandan


ଭୁବନେଶ୍ୱର, ୨୩ ଏପ୍ରିଲ (ହି.ସ)- କଟକ-ଭୁବନେଶ୍ୱର ଟ୍ରାଫିକ୍ ଯନ୍ତ୍ରଣା ଏଡ଼ାଇବାକୁ ତିଆରି ହେବ ୪ଟି ଅଲଟରନେଟିଭ୍ ୱେ। ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଦୁଇ ସହରକୁ ଏକାଧିକ ଏଂଟ୍ରି ପଏଂଟ ରହିଲେ ଭିଡ଼ କମିବ। ୨୪ ବର୍ଷ ସରକାରରେ ଅଲଟରନେଟିଭ୍ ରାସ୍ତା ଯୋଜନା କରି ନ ଥିଲେ। ପୁରୀ, ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାକୁ ରିଂ ରୋଡ଼ ମାଧ୍ୟମରେ ଯୋଡ଼ାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande