ବିଶ୍ଵ ପୁସ୍ତକ ଦିବସର ଶୁଭେଚ୍ଛା ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 23 ଏପ୍ରିଲ (ହି.ସ)- ବିଶ୍ଵ ପୁସ୍ତକ ଦିବସର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ।ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ବିଶ୍ଵ ପୁସ୍ତକ ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ।ପୁସ୍ତକ କେବଳ ଜ୍ଞାନର କିଛି ଫର୍ଦ
ବିଶ୍ଵ ପୁସ୍ତକ ଦିବସର ଶୁଭେଚ୍ଛା     ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ


ଭୁବନେଶ୍ୱର, 23 ଏପ୍ରିଲ (ହି.ସ)-

ବିଶ୍ଵ ପୁସ୍ତକ ଦିବସର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ।ଏନେଇ ସୋସିଆଲ ମିଡିଆ ଏକ୍ସରେ

ମନ୍ତ୍ରୀ କହିଛନ୍ତି ଯେ, ବିଶ୍ଵ ପୁସ୍ତକ ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ।ପୁସ୍ତକ କେବଳ ଜ୍ଞାନର କିଛି

ଫର୍ଦ୍ଦର ସମ୍ମିଳନ ନୁହେଁ, ଏହା ପରିବର୍ତ୍ତନ,

ସଂସ୍କାର ଏବଂ ଉନ୍ନତିର ଏକ ମାଧ୍ୟମ ଅଟେ।

ଏହି ଅବସରରେ ସମସ୍ତ ଲେଖକ, ପାଠକଙ୍କୁ

ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande