ଗୋଆ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 24 ଏପ୍ରିଲ୍ (ହି.ସ.)- ଗୋଆ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଗୋଆର ମୁଖ୍ୟମନ୍ତ୍ରୀ ଡା. ପ୍ରମୋଦ ପି. ସାୱାନ୍ତ ଜୀଙ୍କୁ ଜନ୍
ଗୋଆ ମୁଖ୍ୟମନ୍ତ୍ରୀଙ୍କୁ     ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 24 ଏପ୍ରିଲ୍ (ହି.ସ.)- ଗୋଆ

ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଗୋଆର ମୁଖ୍ୟମନ୍ତ୍ରୀ ଡା.

ପ୍ରମୋଦ ପି. ସାୱାନ୍ତ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା।

ଗୋଆର ଉନ୍ନତି ପ୍ରତି ଆପଣଙ୍କ

ଅତୁଟ ପ୍ରତିବଦ୍ଧତା ଲୋକମାନଙ୍କ ମଧ୍ୟରେ ଆଶା ଓ ବିଶ୍ୱାସକୁ ଅବିରତ ଭାବେ ପ୍ରେରିତ କରୁଛି।

ଆସନ୍ତା ବର୍ଷଟି ଆପଣଙ୍କ ପାଇଁ ଭଲ ସ୍ୱାସ୍ଥ୍ୟ,

ଆନ୍ତରିକ ଶକ୍ତି ଓ ଗୋଆର ଲୋକମାନଙ୍କ ସେବାରେ ଅବିରତ ସଫଳତା ଆଣୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande