କାଳଜୟୀ ସାହିତ୍ୟିକ ରାମଧାରୀ ସିଂହ ‘ଦିନକର’ ଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 24 ଏପ୍ରିଲ୍ (ହି.ସ.)- କାଳଜୟୀ ସାହିତ୍ୟିକ ରାମଧାରୀ ସିଂହ ‘ଦିନକର’ ଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କାଳଜୟୀ ସାହିତ୍ୟିକ ରାମଧାରୀ
ରାମଧାରୀ


ଭୁବନେଶ୍ୱର, 24 ଏପ୍ରିଲ୍ (ହି.ସ.)- କାଳଜୟୀ

ସାହିତ୍ୟିକ ରାମଧାରୀ ସିଂହ ‘ଦିନକର’ ଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କରିଛନ୍ତି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ

କହିଛନ୍ତି ଯେ, କାଳଜୟୀ ସାହିତ୍ୟିକ ରାମଧାରୀ ସିଂହ ‘ଦିନକର’ ଜୀଙ୍କ ପୁଣ୍ୟତିଥିରେ ସାଦର ନମନ।

‘ଦିନକର’ ଜୀ ତାଙ୍କର ଓଜସ୍ୱୀ

କଣ୍ଠସ୍ୱର ଓ ପ୍ରଖର ଲେଖନୀ ମାଧ୍ୟମରେ ରାଷ୍ଟ୍ରଭାବ,

ସ୍ୱାଭିମାନ ଓ ସାମାଜିକ ସଚେତନତାକୁ ନୂତନ ଶକ୍ତି ଦେଇଥିଲେ। ସେ

ତାଙ୍କ ସାହିତ୍ୟ ମାଧ୍ୟମରେ ସମାଜକୁ ଜାଗୃତ କରିଥିଲେ ଏବଂ ପ୍ରତ୍ୟେକ ଭାରତୀୟଙ୍କ ମନରେ ଦେଶ

ପ୍ରତି ଗର୍ବର ଭାବକୁ ସଶକ୍ତ କରିଥିଲେ।

‘ଦିନକର’ ଜୀଙ୍କ ଅମର

ରଚନାମାନେ ପ୍ରତ୍ୟେକ ପିଢ଼ୀକୁ ଦେଶଭକ୍ତିର ପଥରେ ଚାଲିବାକୁ ପ୍ରେରଣା ଦେଉଥିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande