
ଭୁବନେଶ୍ୱର, ୨୭ ମଇ (ହି.ସ)- ଜୁନ୍ ୧ରୁ ଯେଉଁ ନୂଆ ଗାଡ଼ି ଆସିବ ସବୁ ବୈଦ୍ୟୁତିକ ଯାନ (ଇଭି ) ହିଁ ଆସିବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଏଥିପାଇଁ ମୁଖ୍ୟମନ୍ତ୍ରୀ ଏସଓପି ଜାରି କରିଛନ୍ତି। ଇଭି ପଲିସିରେ ସମସ୍ତ ଗାଡ଼ି ପାଇଁ ପ୍ରୋତ୍ସାହନ ରାଶି ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଇଭି ପ୍ରତି ଆଗ୍ରହ ବଢୁଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା