ଡକାୟତି ଯୋଜନା ପଣ୍ଡ, ପୋଲିସ ହାତେର ଧରାପଡେିଲ ୪ ଯୁବକ
ଭଦ୍ରକ, ୨୮ ମଇ (ହି.ସ.)- ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଅଧୀନ ଦୋଳସାହି ଗୋରୁହାଟ ନିକଟେର ଚାଲିଥିବା ଡକାୟତି ଯୋଜନା ପଣ୍ଡ ହୋଇଛି। ତିହିଡି ଥାନା ଆଇଆଇସି ଲୋପାମୁଦ୍ରା ନାୟକଙ୍କ େଇଂଟଲେିଜନ୍ସ ଡକାୟତ ମାନଙ୍କ ଯୋଜନାକୁ ସମ୍ପୂର୍ଣ୍ଣ ପଣ୍ଡ କରେିଦଇଛି। ଯେଉଁଥି ପାଇଁ କିଛି ଲୋକଙ୍କର ଧନ ଜୀବନ ରକ୍ଷା ହ
DAKAYATI YOJANA PANDA - 4 ARREST


ଭଦ୍ରକ, ୨୮ ମଇ (ହି.ସ.)- ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଅଧୀନ ଦୋଳସାହି ଗୋରୁହାଟ ନିକଟେର ଚାଲିଥିବା ଡକାୟତି ଯୋଜନା ପଣ୍ଡ ହୋଇଛି। ତିହିଡି ଥାନା ଆଇଆଇସି ଲୋପାମୁଦ୍ରା ନାୟକଙ୍କ େଇଂଟଲେିଜନ୍ସ ଡକାୟତ ମାନଙ୍କ ଯୋଜନାକୁ ସମ୍ପୂର୍ଣ୍ଣ ପଣ୍ଡ କରେିଦଇଛି। ଯେଉଁଥି ପାଇଁ କିଛି ଲୋକଙ୍କର ଧନ ଜୀବନ ରକ୍ଷା ହୋଇଯାଇଛି।ଡକାୟତି ଯୋଜନା କରୁଥିବା େବେଳ ୪ଜଣ ଯୁବକ ତିହିଡି଼ ପୋଲିସ ହାତେର ଧରାପଡିଛନ୍ତି । ସେମୋନ ହେଉଛନ୍ତି ତିହିଡି଼ ଥାନା ଅଧୀନ ତାଳପଦା ଗ୍ରାମର ଚନ୍ଦନ େବେହରା, ବୈକୁଣ୍ଠସାହି ଗ୍ରାମର ଦୀପକ ନାୟକ, ଦୋଳସାହି ଗ୍ରାମର ଅଜୟ ଦାସ ଏବଂ କଷିଆ ମେରାଇନ ଥାନା ଅଧୀନ ବେିଦଇପୁର ଗ୍ରାମର ସତ୍ୟଜିତ ମଳିକ େ।ପାଲିସ ଏହି ୪ଜଣ ଅଭିଯୁକ୍ତଙ୍କ ନାେଁର ଏକ ମକଦ୍ଦମା (ନଂ ୨୧୩/୨୬)ରୁଜୁ କରି ବୁଧବାର କୋର୍ଟ ଚାଲାଣ କରିଛି । ପୋଲିସ ସୂତ୍ରରୁ ଜଣାଯାଇଛି ଯେ ତିହିଡି଼ ଥାନା ଏସଆଇ ରୋଜନ କୁମାର ମୁର୍ମୁ ଏବଂ େକେତଜଣ କେନଷ୍ଟବଳ ରାତି ପୋଟ୍ରାଲିଙ୍ଗ କରୁଥିବା େବେଳ ସେହି ୪ଜଣ ଯୁବକଙ୍କୁ ସେନ୍ଦହଜନକ ଅବସ୍ଥୋର ଦେଖିବାକୁ ପାଇଥେôଲ । ଏସଆଇ ମୁର୍ମୁ ଏ ସମ୍ପକର୍ରେ ଆଇଆଇସି ଲୋପାମୁଦ୍ରା ନାୟକଙ୍କୁ ଜଣାଇବା ପେର ସେହି ସ୍ଥାନ ଉପେର ପୋଲିସ ଚଢ଼ାଉ କରି ଡକାୟତ ଯୋଜନା କରୁଥିବା ୪ଜଣଙ୍କୁ ଧରିବୋର ସକ୍ଷମ ହୋଇଥିଲା େବେଳ ଜେଣ ଯୁବକ ସେଠାରୁ ଖସି ପଳାଇଥିବା ଜଣାଯାଇଛି । ପୋଲିସର ତଦନ୍ତ ସମୟେର ସେମୋନ ମାରଣାସ୍ତ୍ର ରଖି ଡକାୟତି ଯୋଜନା କରୁଥିବା ଜଣାଯାଇଥିଲା । ଅଭିଯୁକ୍ତ ଦୀପକ ନାେଁର ୨୦୧୪ ଠାରୁ ତିହିଡି଼ ଥାନୋର ୧୦ଟି ମକଦ୍ଦମା ହୋଇ ଥିବା ଜଣାଯାଡିଛି । ସେହିପରି ସତ୍ୟଜିତଙ୍କ ନାେଁର ବାସେୁଦବପୁର, ନାୟକାଣୀଡ଼ିହି ଏବଂ କଷିଆ ମେରାଇନ ଥାନୋର ୮ଟି ମକଦ୍ଦମା ଥିବୋବେଳ ଅନ୍ୟ ୨ଅଭିଯୁକ୍ତ ମଧ୍ୟ ବିଭିନ୍ନ ମକଦ୍ଦମୋର ସମ୍ପୃକ୍ତଥିବା ଜଣାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରେମାଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande