
ଭଦ୍ରକ, ୨୮ ମଇ (ହି.ସ.)- ଭଦ୍ରକ କେଚରୀ ବଜାରର ମୁଖ୍ୟ ରାସ୍ତା ଅଟଳ ମାଗର୍ର କାର୍ଯ୍ୟେର ମନ୍ଥରତା ଦେଖୋଦଇଥିବାେବେଳ ବିଧାୟକଙ୍କ ତାଗିଦ ପେର ତାହା ଆଗକୁ ବଢିବ ବୋଲି ସହରବାସୀ ଆଶା ପ୍ରକଟ କରିଛନ୍ତି। ଯାହା ଜଣାଯାଏ ଠିକାଦାର ନିର୍ମାଣ କାର୍ଯ୍ୟେର ଟାଳଟୁଳ ନୀତି ଆପଣାଇଛନ୍ତି। ଯାହାକୁ ନେଇ ଜିଲ୍ଲାବାସୀ ଉଦ୍େବଗ ପ୍ରକାଶ କରି ଆସୁଛନ୍ତି। ଏପରିକି ଭଦ୍ରକ ମା’ ବଙ୍କବାସୁଳି ମନ୍ଦିରରୁ ନିର୍ମିତ ଡ୍ରେନ ଅତି ସଙ୍କୁଚିତ ରହିଛି। ବହୁ ପୂବର୍ରୁ ଏହି ନାଳ ୮ ଫୁଟରୁ ଅଧିକ ଓସାର ଥିଲା । େଏବ ନବ ନିର୍ମିତ ଡ୍ରେନ ୩ ଫୁଟ ଭିତେର ସୀମିତ ରହିଛି। ଅତ୍ୟଧିକ ବର୍ଷା େହେଲ ସହରର ଜଳ ନିସ୍କାସନ ହେବା ନେଇ ସେନ୍ଦହ ବଢିଛି। ତ୍ରୁଟିପୂର୍ଣ୍ଣ ଭାବେ ଅଣ ଓସାରିଆ ଡ୍ରେନ ନିର୍ମାଣ ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ର ସମ୍ଭାବନା ନେଇ ଅଭେିଯାଗ ହୋଇ ଆସୁଥିଲା । ସେହିଭଳି ରାସ୍ତା କାର୍ଯ୍ୟ ତ୍ୱରାନ୍ୱିତ ନ ହେବା ନେଇ ବିଭିନ୍ନ ମହଲରୁ ଅସେନ୍ତାଷ ପ୍ରକାଶ ପାଇଥିଲା। ଏହି ବିଳମ୍ବିତ କାର୍ଯ୍ୟକୁ ନେଇ ଭଦ୍ରକ ବିଧାୟକ ସିତାଂଶୁ ସେଖର ମହାପାତ୍ର, ପୂର୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଧ୍ୟାନଚାନ୍ଦ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଂଟିଆ, ଜିଲ୍ଲା ପୂର୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଦେବୀ ପ୍ରସନ୍ନ ଘୋଷ, ଯନ୍ତ୍ରୀ ଉତମ ନାୟକ ପ୍ରମୁଖ ଅଟଳ ମାର୍ଗ ନିର୍ମାଣ ଅଂଚଳ ପରିଦଶର୍ନ କରିଥେôଲ। ଭଦ୍ରକ ବଙ୍କବାସୁଳୀ ମନ୍ଦିରରୁ ଲୋକନାଥ ମନ୍ଦିର ଛକ,ଟାଉନ ହଲ ଛକ ଦେଇ ଅନୁଧ୍ୟାନ କରାଯାଇଥିଲା। ଶନିମନ୍ଦିର ପର୍ଯ୍ୟନ୍ତ ସ୍ଥିତେିକ୍ଷତ୍ରୀୟ ଯାଂଚ େବେଳ ଆରମ୍ଭରୁ ଅନେକ ତ୍ରୁଟି ଥିବାର ପ୍ରମାଣିତ ହୋଇଥିଲା। ବେିଶଷକରି ନିର୍ମାଣଧୀନ ଡ୍ରେନ ସଙ୍କୁଚିତ ହେବା ନେଇ ଜଣାପଡ଼ିବା ପରେ ଏହି ଡ୍ରେନ ନିର୍ମାଣ ନେଇ ସହରବାସୀଙ୍କ ଉଦ୍େବଗ ପେର ବିଧାୟକ, ପୂର୍ତ ସେର୍ବାଚ୍ଚ ଯନ୍ତ୍ରୀଙ୍କ ସ୍ଥିତି ଅନୁଧ୍ୟାନ ପେର ତାହା ଭଙ୍ଗାଯାଇ ଅଣଓସାରିଆ ଡ୍ରେନ୍ ଓ ଅଙ୍କାବଙ୍କା ବିଦ୍ୟୁତ ପୋଲ୍ ସଜଡାଯାଇ ଏହାକୁ ଅଧିକ ଓସାର କରି ନିର୍ମାଣ କରିବାକୁ ବିଧାୟକ ସିତାଂଶୁ ନେିଦ୍ଦର୍ଶ ଦେଇଛନ୍ତି। ସେହିଭଳି ନୂତନ ପୋତା ଯାଇଥିବା ବିଦ୍ୟୁତ ପୋଲ ଅଙ୍କାବଙ୍କା ରହିଛି। କେଚରୀ ଅଂଚଳରୁ ସନ ସାଇନ ସ୍କୁଲ ପର୍ଯ୍ୟନ୍ତ ପୋଲ ସିଧା ରହିଥିବାେବେଳ ଲୋକନାଥ ମନ୍ଦିର ପର୍ଯ୍ୟନ୍ତ ଅଙ୍କାବଙ୍କା ଭୋବ ପୋତା ଯାଇଛି। ସ୍ଥାନୀୟ ଅଂଚଳର ବୃହତ ବ୍ୟବସାୟୀଙ୍କ ସ୍ୱାଥର୍କୁ ଗୁରୁତ୍ୱ ଦିଆଯାଇ ଏଭଳି କାର୍ଯ୍ୟ କରାଯାଇଥିବା ଅଭେିଯାଗ ହୋଇଛି। ଏହାକୁ ନେଇ ବିଧାୟକ ଖପା ହୋଇଛନ୍ତି। ଅଙ୍କାବଙ୍କା ପୋଲ ଗୁଡ଼ିକ ସାନି ସରଳେରଖୋର ସମ୍ପ୍ରସାରିତ କରି ରାସ୍ତା ପାଖ ସରକାରୀ ଜାଗୋର ପୋତିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ଶ୍ରୀ ମହାପାତ୍ର ଅୋଦଶ ଦେଇଥିବା ବେଳେ ସମ୍ପୃକ୍ତ ଠିକାଦାରଙ୍କୁ ତାଗିଦ କରିଛନ୍ତି। ପ୍ରଥମ ପର୍ଯ୍ୟାୟେର କେଚରୀରୁ ଲୋକନାଥ ମନ୍ଦିର ପର୍ଯ୍ୟନ୍ତ କାର୍ଯ୍ୟ ସମାପ୍ତ କରିବାକୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି।ଏହା ପେର ପୌରପାଳିକା ଅଧୀନେର ଥିବା ଟାଉନ ହଲ ଛକ ନିକଟେର ୩ଟି ମୋକର୍ଟ କେମ୍ପ୍ଲକ୍ସ ଭଙ୍ଗା ଯାଇ ଜାଗା ଯୋଗାଇ ଦିଆଯିବ ବୋଲି ତହସିଲଦାର ଦର୍ଶାଇଛନ୍ତି। ସେହିଭଳି ଶନି ମନ୍ଦିର ପର୍ଯ୍ୟନ୍ତ ଯେଉଁଠି ଯାହା ସମସ୍ୟା ଅଛି ତାକୁ ଯୁଦ୍ଧକାଳୀନ ଭିଭେିର ସମାଧାନ କରି ରାସ୍ତା କାମ ଅୋଗଇ ନେବାକୁ କୁହାଯାଇଛି। ୧୭ କୋଟି ଟଙ୍କାର ନିର୍ମିତ ରାସ୍ତା କାର୍ଯ୍ୟ ଅଗଷ୍ଟ ଭିତେର ଶେଷ କରିବାକୁ ବିଧାୟକ ଠିକାଦାରଙ୍କୁ ତାଗିଦ କରିଛନ୍ତି। ନେଚତ କଳା ତାଲିକାଭୁକ୍ତ କରାଯିବ ବୋଲି ସର୍କିଟ ହାଉସେର ଅନୁଷ୍ଠିତ ସମୀକ୍ଷା ବୈଠକେର ସେ ଚେତାବନୀ ଦେଇଛନ୍ତି। ସେହିଭଳି ଚରମ୍ପା ଫିଡର ରୋଡ଼ କାର୍ଯ୍ୟର ଅଗ୍ରଗତି ନେଇ କ୍ଷେତ୍ର ପରିଦଶର୍ନ କରାଯାଇଛି। ଏଠୋର ଡ୍ରେନ କାର୍ଯ୍ୟକୁ ନେଇ ଏହି ଟିମ ସେନ୍ତାଷଜନକ ପ୍ରକାଶ କରିଛି। ଡବଲ ୱେ ରାସ୍ତା କାମ ତ୍ୱରାନ୍ୱିତ କରିବାକୁ ନେିଦ୍ଦର୍ଶ ଦିଆଯାଇଛି। ଉଭୟ କାର୍ଯ୍ୟକୁ ଅତି ଶୀଘ୍ର ଶେଷ କରିବାକୁ ସମୀକ୍ଷା ବୈଠକେର ଠିକାଦାର ସେମତ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ଶ୍ରୀ ମହାପାତ୍ର ଶେଷ ଚେତାବନୀ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରେମୋଦ
-------------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ