
ଭଦ୍ରକ, ୨୮ ମଇ (ହି.ସ.)- ଭଦ୍ରକ ସହରେର ଇସଲାମ ଧର୍ମୀର ଲୋକେ ଆନନ୍ଦ ଓ ଉତ୍ସାହ ସହ ପାଳନ କରିଛନ୍ତି ଈଦ-ଉଲ-ଯାହା । ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ଜାମା ମସଜିଦେର ସକାଳ ୮ ଟା ୪୫ ମିନିଟ ଓ କୁଆଁସ କଦମ୍ବୋବଡା ସ୍ଥିତ ଈଦଗାହେର ସକାଳ ୯ ଘଟିକା ସମୟେର ମୁସଲିମ ସମ୍ପ୍ରଦାୟର ବ୍ୟକ୍ତିମାନେ ନୂଆ ବସ୍ତ୍ର ପରିଧାନ କରି ସମୂହ ନମାଜପାଠ କରିଛନ୍ତି । ଦୁର୍ଗାପୁର, ହଳଦୀଡ଼ିହି, ବାଙ୍କାମହଲ୍ଲା, କାଜି ମହଲ୍ଲା, ଅଲାଲପୁର, ବଡ଼/ସାନ ଶଙ୍କରପୁର, ଛଡ଼ାକ ମହଲ୍ଲା, ମିର୍ଜାପୁର, ଶେଖସାହି, ମୁଲ୍ଲାସାହି, ସାହାପୁର, ଏଲଖା, ବାଇପାସ, ଚରମ୍ପା ସହ ସହରାଂଚଳେର ୪୫ ଓ ଗ୍ରାମାଂଚଳେର ୧୭ ମସଜିଦ ସେମତ ଜିଲ୍ଲୋର ୧୪୬ ମସଜିଦେର ସମୂହ ନମାଜ ପାଠ କରାଯାଇଛି । ଜାମା ମସଜିଦେର ହାଫିଜ଼ ମହମ୍ମଦ ସାଦିକ ହେୋସନ ଓ ଇଦଗାହେର ହାଫିଜ଼ ଅବଦୁଲ ଦୟାନ ମୁସଲମାନ ଧର୍ମୀବଲମ୍ବୀ ମାନଙ୍କୁ ନମାଜପାଠ କରାଇବା ସହ ନୀତିନିଷ୍ଟ ଜୀବନଯାପନ ପାଇଁ ପରାମର୍ଶ ଦେଇଥେôଲ ଏବଂ ଭଦ୍ରକ ଭାଇଚାରା ସହରେର ନମାଜ ପାଠ ପେର ଉଭୟ ମୁସଲିମ ଓ ହିନ୍ଦୁ ଭାଇ ପରସ୍ପରକୁ ଆଲିଙ୍ଗନ କରି ଇଦ ମୁବାରକ ଜଣାଇଥେôଲ । ଇସଲାମ ଧମର୍ର ଶେଷ ମାସେର ଚନ୍ଦ୍ର ଦଶର୍ନର ପ୍ରମାଣ ପାଇଲା ପେର ଚନ୍ଦ୍ରର ୧୦ ଦିନେର ଈଦ-ଉଲେ-ଯାହା ପର୍ବ ପାଳନ ହୁଏ । ସମାଜେର ବାସ୍ତବ ଖୁସି ଓ ସୌହାଦ୍ଦ୍ୱର୍ୟ ପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା ନିମେନ୍ତ ତ୍ୟାଗ ଓ ବଳିଦାନର ଆବଶ୍ୟକତା ରହିଛି । ପ୍ରେତ୍ୟକ ମଣିଷ ସମାଜେର ଶାନ୍ତି ଓ ଭାତୃତ୍ୱ ଭାବ ପ୍ରତିଷ୍ଠା ପାଇଁ ଆଗଭର ହେବାକୁ ଏହି ପର୍ବ ବାର୍ତା ପ୍ରଦାନ କରିଥାଏ ବୋଲି ଭଦ୍ରକ ମୁସଲିମ ଜମାତର ସମ୍ପାଦକ ହାଜୀ ଅବଦୁଲ ମୁକିତ ଖାନ ଏବଂ ମିଡ଼ିଆ ସେଲ ସେଂଯାଜକ ଶେଖ ଅନୱର(ବାବୁ) କହିଛନ୍ତି । ଇଦଗାହଠୋର ମୁସଲିମ ଜମାତର ଉପସଭାପତି ମହମ୍ମଦ ଜକାଉଲ୍ଲା , କୋଷାଧ୍ୟକ୍ଷ ମିର୍ଜା ଏକ୍ରାମ ବେଗ , ଆଇନଯିବି ତୋହର ମହମ୍ମଦ , ଅଖତର ଅଲି ଉପସ୍ଥିତ ଥେôଲ । ଜାମା ମସଜିଦେର ମସଜିଦର ସମ୍ପାଦକ ଶେଖ ହଫିଜୁଲ୍ଲା , ମୁସଲିମ ଜମାତର ସାଧାରଣ ସମ୍ପାଦକ ହାଜୀ ଶେଖ ଏନାମ ମହମ୍ମଦ ପ୍ରମୁଖ ଉପସ୍ଥିତ ଥେôଲ । ଏହି ଅବସରେର ଓଡ଼ିଶାର ପୂବର୍ତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇ ଶେୁଭଚ୍ଛା ଜଣାଇଥେôଲ । ଭଦ୍ରକ ଜିଲ୍ଲା ଏସପି ମେନାଜ କୁମାର ରାଉତ ଓ ଏଏସପି ଅଂଶୁମାନ ଦ୍ୱେିବଦୀଙ୍କ ତତାବଧାନେର ପୋଲିସ ଫୋର୍ସ ମୃତୟନ ରହିଥିବା େବେଳ ମୁସଲିମ ସମ୍ପ୍ରଦାୟର ବ୍ୟକ୍ତି ମାନଙ୍କୁ ଶେୁଭଚ୍ଛା ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରେମାଦ
----------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ