ଡେଂଟାଲ୍ ସର୍ଜନ ନିଯୁକ୍ତି ବିଜ୍ଞାପନ ପ୍ରତ୍ୟାହୃତ
ଭୁବନେଶ୍ୱର, ୨୭ ମଇ (ହି.ସ)- ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଡେଂଟାଲ୍ ସର୍ଜନ ନିଯୁକ୍ତି ନେଇ ପ୍ରକାଶିତ ବିଜ୍ଞାପନ ପ୍ରତ୍ୟାହାର ହୋଇଛି। ବିଜ୍ଞାପନ ପ୍ରତ୍ୟାହାର ନେଇ ଓପିଏସସି ନୋଟିସ୍ ଜାରି କରିଛି। ଯେଉଁମାନେ ଆବେଦନ କରିଥିଲେ ତାହା ମଧ୍ୟ ରଦ୍ଦ ହୋଇଛି। ସେହିପରି ଆବେଦନକାରୀଙ୍କ ଠାରୁ ନ
opsc


ଭୁବନେଶ୍ୱର, ୨୭ ମଇ (ହି.ସ)- ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଡେଂଟାଲ୍ ସର୍ଜନ ନିଯୁକ୍ତି ନେଇ ପ୍ରକାଶିତ ବିଜ୍ଞାପନ ପ୍ରତ୍ୟାହାର ହୋଇଛି। ବିଜ୍ଞାପନ ପ୍ରତ୍ୟାହାର ନେଇ ଓପିଏସସି ନୋଟିସ୍ ଜାରି କରିଛି। ଯେଉଁମାନେ ଆବେଦନ କରିଥିଲେ ତାହା ମଧ୍ୟ ରଦ୍ଦ ହୋଇଛି। ସେହିପରି ଆବେଦନକାରୀଙ୍କ ଠାରୁ ନିଆଯାଇଥିବା ପରୀକ୍ଷା ଫି’ ୨୦ ଦିନ ମଧ୍ୟରେ ଫେରାଇ ଦିଆଯିବ ବୋଲି କହିଛି ଓପିଏସସି। ଗତ ୧୯ ତାରିଖରେ ଡେଂଟାଲ ସର୍ଜନ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande