ବାସୁଦେବ ଗୋଦାବରୀ ଡିଗ୍ରୀ କଲେଜଠାରେ ଯୋଗ ଶିବିରରେ ସାମିଲ ହେଲେ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 27 ମେ (ହି.ସ.)- ବାସୁଦେବ ଗୋଦାବରୀ ଡିଗ୍ରୀ କଲେଜଠାରେ ଯୋଗ ଶିବିରରେ ସାମିଲ ହୋଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ସୁସ୍ଥ ଶରୀର, ସମୃଦ୍ଧ ଭବିଷ୍ୟତ । ସମ୍ବଲପୁର ଜିଲ୍ଲା କେଶା
ଯୋଗ ଶିବିର


ଭୁବନେଶ୍ୱର, 27 ମେ (ହି.ସ.)- ବାସୁଦେବ

ଗୋଦାବରୀ ଡିଗ୍ରୀ କଲେଜଠାରେ ଯୋଗ ଶିବିରରେ ସାମିଲ ହୋଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ

ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ସୁସ୍ଥ ଶରୀର, ସମୃଦ୍ଧ ଭବିଷ୍ୟତ ।

ସମ୍ବଲପୁର ଜିଲ୍ଲା

କେଶାଇବାହାଲ ସ୍ଥିତ ବାସୁଦେବ ଗୋଦାବରୀ ଡିଗ୍ରୀ କଲେଜଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ

ପ୍ରଶିକ୍ଷଣ ମହାଅଭିଯାନ ଅଧିନରେ ହେଉଥିବା ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ବର୍ଗର ଯୋଗ ଶିବିରରେ

ସାମିଲ ହେଲି।ଦଳୀୟ

ନେତୃବୃନ୍ଦ, କାର୍ଯ୍ୟକର୍ତ୍ତା

ସମସ୍ତେ ମିଶି ଯୋଗ ଅଭ୍ଯାସ କରିବା ସହ ଏହାର ଗୁରୁତ୍ଵ ସମ୍ପର୍କରେ ସମାଜକୁ ବାର୍ତ୍ତା ଦେଇଛୁ।

ଉଭୟ ଶାରୀରକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗର ଆବଶ୍ୟକତା ରହିଛି।ସମସ୍ତେ ଦୈନଦିନ ଜୀବନରେ କିଛି ସମୟ ଯୋଗ

ଅଭ୍ଯାସ କରିବା ପାଇଁ ଆହ୍ଵାନ ଦେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande