
ଭୁବନେଶ୍ୱର, 27 ମେ
(ହି.ସ) ନୀତିନ ଗଡକାରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, କେନ୍ଦ୍ରୀୟ ସଡକ
ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରେ ଆପଣ ସୁସ୍ଥ ସ୍ୱାସ୍ଥ୍ୟ, ସୁଖ ଓ ରାଷ୍ଟ୍ରସେବାରେ ଅବିରତ ସଫଳତା ଲାଭ କରନ୍ତୁ ବୋଲି ମୋର
ଅନ୍ତରିକ ପ୍ରାର୍ଥନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା