ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଇସିଆଇ ପକ୍ଷରୁ ବିଜ୍ଞପ୍ତି
ଭୁବନେଶ୍ୱର, 27 ମେ (ହି.ସ.)- ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଇସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ଦେବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ହେବ ନିର୍ବାଚନ । ଜୁନ୍ ୧ରେ ବିଧିବଦ୍ଧ
ଓଡ଼ିଶାରେ ରାଜ୍ୟସଭା     ଉପନିର୍ବାଚନ ପାଇଁ ଇସିଆଇ ପକ୍ଷରୁ ବିଜ୍ଞପ୍ତି


ଭୁବନେଶ୍ୱର, 27 ମେ (ହି.ସ.)- ଓଡ଼ିଶାରେ

ରାଜ୍ୟସଭା ଉପନିର୍ବାଚନ ପାଇଁ ଇସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା

ଦେବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ହେବ ନିର୍ବାଚନ ।

ଜୁନ୍ ୧ରେ ବିଧିବଦ୍ଧ

ବିଜ୍ଞପ୍ତି ସହ ନାମାଙ୍କନ ଆରମ୍ଭ ହେବ` ଜୁନ୍

୮ ନାମାଙ୍କନର ଶେଷ ତାରିଖ, ୯ରେ ନାମାଙ୍କନପତ୍ର ଯାଞ୍ଚ ହେବ । ଜୁନ୍ ୧୧ ନାମାଙ୍କନପତ୍ର

ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଜୁନ୍ ୧୮ ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ହେବ ଭୋଟିଂ ହେବ

। ଜୁନ୍ ୧୮ ଅପରାହ୍ନ ୫ଟାରେ ଗଣତି, ୨୦ ସୁଦ୍ଧା ସରିବ ପ୍ରକ୍ରିୟା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande