ପୁରୀକୁ ୬ଲେନ୍ ରାସ୍ତା ପାଇଁ ଆରମ୍ଭ ହେବ ପ୍ରକ୍ରିୟା
ଭୁବନେଶ୍ୱର, ୨୮ ମଇ (ହି.ସ)- ପୁରୀକୁ ଭିଡ଼ ମୁକ୍ତ ଯାତାୟତ ପାଇଁ ପଦକ୍ଷେପ ନିଆଯାଉଛି । ଏହି କ୍ରମରେ ପୁରୀକୁ ୬ ଲେନ୍ ରାସ୍ତା ନିର୍ମାଶ କରାଯିବ। ୬ ଲେନ ରାସ୍ତାପାଇଁ ଖୁବ୍ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ପୂର୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି । ---------------
prithiviraj harichandan


ଭୁବନେଶ୍ୱର, ୨୮ ମଇ (ହି.ସ)- ପୁରୀକୁ ଭିଡ଼ ମୁକ୍ତ ଯାତାୟତ ପାଇଁ ପଦକ୍ଷେପ ନିଆଯାଉଛି । ଏହି କ୍ରମରେ ପୁରୀକୁ ୬ ଲେନ୍ ରାସ୍ତା ନିର୍ମାଶ କରାଯିବ। ୬ ଲେନ ରାସ୍ତାପାଇଁ ଖୁବ୍ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ପୂର୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande