ଏବିଭିପିର ନାଗରିକ ସମ୍ବର୍ଦ୍ଧନା ଉଦ୍ଘାଟନ ସମାରୋହ ଆଜି
ଭୁବନେଶ୍ୱର, 28 ମଇ (ହି.ସ.) ଏବିଭିପିର ନାଗରିକ ସମ୍ବର୍ଦ୍ଧନା ଉଦ୍ଘାଟନ ସମାରୋହ ଆଜି ଅନୁଷ୍ଠିତ ହେବ । ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଆଜି ଆୟୋଜିତ ହେବ । ନାଗରିକ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ
ଏବିଭିପିର ନାଗରିକ ସମ୍ବର୍ଦ୍ଧନା  ଉଦ୍ଘାଟନ ସମାରୋହ ଆଜି


ଭୁବନେଶ୍ୱର, 28 ମଇ (ହି.ସ.) ଏବିଭିପିର ନାଗରିକ ସମ୍ବର୍ଦ୍ଧନା ଉଦ୍ଘାଟନ ସମାରୋହ ଆଜି ଅନୁଷ୍ଠିତ ହେବ । ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଆଜି ଆୟୋଜିତ ହେବ । ନାଗରିକ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିବେ।

ଏହି ନାଗରିକ ସମ୍ବର୍ଦ୍ଧନା ସମାରୋହ ଏବିଭିପିର ୨୯ ରୁ ୩୧ ମେ ୨୦୨୬ ପର୍ଯ୍ୟନ୍ତ ଶିକ୍ଷା ‘ଓ’ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକର ପରିପ୍ରେକ୍ଷୀରେ ଆୟୋଜନ କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande