
ଭୁବନେଶ୍ୱର, 28 ମେ (ହି.ସ.)- ବାଲିଅନ୍ତା
ସୌମ୍ୟ ମର୍ଡର ଘଟଣାରେଆଉ ଜଣେ ଅଭିଯୁକ୍ତ ଗିରଫ । ପଟିଆର ଏକ ହୋଟେଲରୁ ଗିରଫ କଲା
କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତ କଟକ ଗଙ୍ଗେଶ୍ୱରଗଡ଼ାର ଅଶୋକ ଜେନା । ପୂର୍ବରୁ ୧୧ ଜଣଙ୍କୁ
ପୋଲିସ ଓ ୫ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା