
ଭୁବନେଶ୍ୱର, 28 ମେ (ହି.ସ.)- ଇଦ୍ ଉଲ
ଜୁହାର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ
ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ସମସ୍ତଙ୍କୁ ପବିତ୍ର ଇଦ୍ ଉଲ୍-ଅଜହାର ଶୁଭେଚ୍ଛା। ଏହି
ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ, ସମ୍ମିଳନ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣୁ, ଏବଂ ଆମ ସମାଜରେ ଭାଇଚାରାର ସମ୍ପର୍କକୁ ଆହୁରି ମଜବୁତ କରୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା