ଇଦ୍ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ
ଭୁବନେଶ୍ୱର, 28 ମେ (ହି.ସ.)-ରାଜ୍ୟବାସୀଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଡ.ହରିବାକୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଇଦ୍-ଅଲ୍-ଅଜ୍ହା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା। ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ଶାନ୍ତି
ଇଦ୍ ଶୁଭେଚ୍ଛା ଜଣାଇଲେ     ରାଜ୍ୟପାଳ


ଭୁବନେଶ୍ୱର, 28 ମେ (ହି.ସ.)-ରାଜ୍ୟବାସୀଙ୍କୁ

ଇଦ୍ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଡ.ହରିବାକୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ

ରାଜ୍ୟପାଳ କହିଛନ୍ତି ଯେ, ଇଦ୍-ଅଲ୍-ଅଜ୍ହା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା।

ଏହି ପବିତ୍ର ପର୍ବ

ସମସ୍ତଙ୍କ ଜୀବନରେ ଶାନ୍ତି ଓ ସମୃଦ୍ଧି ଆଣୁ, ଏବଂ ସମାଜରେ ଏକତା, କରୁଣା ଓ ସାମ୍ପ୍ରଦାୟିକ ସମ୍ମିଳନର ଭାବନାକୁ ଆହୁରି ସୁଦୃଢ କରୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande