ସେପ୍ଟେଜ୍ ଟାଙ୍କିରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର
ଭୁବନେଶ୍ୱର, ୨୮ ମଇ (ହି.ସ)- ଭୁବନେଶ୍ୱର ୟୁନିଟ୍-୬ରେ ଥିବା ଏକ ସେପ୍ଟେଜ୍ ଟାଙ୍କିରୁ ନବଜାତ ଶିଶୁ କନ୍ୟାର ମୃତଦେହ ମିଳିଛି। ୟୁନିଟ୍-୬ କାଳି ମନ୍ଦିର ବସ୍ତି ରେ ଥିବା ସେପ୍ଟେଜ୍ ଟାଙ୍କିରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃ
ସେପ୍ଟେଜ୍ ଟାଙ୍କିରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର


ଭୁବନେଶ୍ୱର, ୨୮ ମଇ (ହି.ସ)- ଭୁବନେଶ୍ୱର ୟୁନିଟ୍-୬ରେ ଥିବା ଏକ ସେପ୍ଟେଜ୍ ଟାଙ୍କିରୁ ନବଜାତ ଶିଶୁ କନ୍ୟାର ମୃତଦେହ ମିଳିଛି। ୟୁନିଟ୍-୬ କାଳି ମନ୍ଦିର ବସ୍ତି ରେ ଥିବା ସେପ୍ଟେଜ୍ ଟାଙ୍କିରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ୍ ପାଇଁ ପଠାଇଛି। କିଏ ଓ କେଉଁ ପରିସ୍ଥିତିରେ ନବଜାତକର ମୃତଦେହ ଫିଙ୍ଗିଲା ତାର ଖୋଳତାଡ କରୁଛି ପୋଲିସ୍।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande