
ଭୁବନେଶ୍ୱର, 28 ମେ (ହି.ସ.)- ଇଦ୍ ମୁବାରକ
ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ
କହିଛନ୍ତି ଯେ,ଇଦ୍ ଉଲ
ଜୁହାର ପବିତ୍ର ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା। ବଳିଦାନର ଏହି ପର୍ବ ଆମ ସମସ୍ତଙ୍କ ଜୀବନକୁ ସୁଖ, ସମୃଦ୍ଧି ଓ ଶାନ୍ତିରେ ପୂର୍ଣ୍ଣ କରୁ ଏବଂ ପ୍ରେମ
ଓ କରୁଣାର ଭାବନାକୁ ଆହୁରି ସୁଦୃଢ କରୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା