
ଭୁବନେଶ୍ୱର, 28 ମେ (ହି.ସ.)- ଭୁବନେଶ୍ୱରରେ
ପହଂଚିଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ । ଏହି ଅବସରରେ ସେ କହିଛନ୍ତି
ଯେ, ବିଜେପିରେ ନେତା ହିଁ କାର୍ଯ୍ୟକର୍ତ୍ତା । ଅନ୍ୟ ଦଳରେ ଲୋକେ ବଡ଼ ନେତାଙ୍କୁ ଭେଟି
ପାରନ୍ତିନି, ବିଜେପିରେ
ମିଶୁଛନ୍ତି । ପରିବାର ଭାବନା ନେଇ ବିଜେପିରେ କାମ ହୋଇଥାଏ ।ସମସ୍ତଙ୍କ ସହ ଆଲୋଚନା ପରେ
ନିଷ୍ପତି ନିଆଯାଏ । ଯାହାଅନ୍ୟ ଦଳରେ ନାହିଁ । ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର, ମୋହନ ମାଝୀଙ୍କ ନେତୃତ୍ୱରେ ବିକାଶ ଚାଲିଛି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା