ଡିଜେଲ୍ ବୋଟ୍ ବଦଳରେ ଓଡ଼ିଶାରେ ଚାଲିବ ଇଭିବୋଟ୍
ଭୁବନେଶ୍ୱର, 28 ମେ (ହି.ସ.)- ଡିଜେଲ୍ ବୋଟ୍ ବଦଳରେ ଓଡ଼ିଶାରେ ଚାଲିବ ଇଭିବୋଟ୍ । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । କୋଲାବ, ହୀରାକୁଦ, ଭିତରକନିକା ଓ ବରକୂଳ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନରେ
ଡିଜେଲ୍ ବୋଟ୍ ବଦଳରେ     ଓଡ଼ିଶାରେ ଚାଲିବ ଇଭିବୋଟ୍


ଭୁବନେଶ୍ୱର, 28 ମେ (ହି.ସ.)- ଡିଜେଲ୍

ବୋଟ୍ ବଦଳରେ ଓଡ଼ିଶାରେ ଚାଲିବ ଇଭିବୋଟ୍ । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ପ୍ରକ୍ରିୟା ଆରମ୍ଭ

ହୋଇଛି । କୋଲାବ, ହୀରାକୁଦ, ଭିତରକନିକା ଓ ବରକୂଳ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ପ୍ରଥମ

ପର୍ଯ୍ୟାୟରେ ୫ଟି ସ୍ଥାନରେ ବୈଦ୍ୟୁତିକ ବୋଟ୍ ବ୍ୟବସ୍ଥା କରାଯାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande