ଭିଭିଆଇପିଙ୍କ ଗସ୍ତ ସୂଚୀ ଲିକ୍ ନେଇ କଡ଼ା ସତର୍କତା
ଭୁବନେଶ୍ବର, 28 ମେ (ହି.ସ.)- ଭିଭିଆଇପିଙ୍କ ଗସ୍ତ ସୂଚୀ ଲିକ୍ ନେଇ କଡ଼ା ସତର୍କତା । ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ସେୟାର୍ କଲେ କାର୍ଯ୍ୟାନୁଷ୍ଠାନ ହେବ । ସମସ୍ତ ଜିଲ୍ଲାପାଳ, ଏସ୍ପି ଓ ପୋଲିସ୍ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ଗୃହ ବିଭାଗ । କୌଣସି ସୂଚନା ଲିକ
ଭିଭିଆଇପିଙ୍କ ଗସ୍ତ ସୂଚୀ     ଲିକ୍ ନେଇ କଡ଼ା ସତର୍କତା


ଭୁବନେଶ୍ବର, 28 ମେ (ହି.ସ.)- ଭିଭିଆଇପିଙ୍କ

ଗସ୍ତ ସୂଚୀ ଲିକ୍ ନେଇ କଡ଼ା ସତର୍କତା । ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ସେୟାର୍ କଲେ

କାର୍ଯ୍ୟାନୁଷ୍ଠାନ ହେବ । ସମସ୍ତ ଜିଲ୍ଲାପାଳ, ଏସ୍ପି ଓ ପୋଲିସ୍ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ଗୃହ

ବିଭାଗ । କୌଣସି ସୂଚନା ଲିକ୍ ହେଲେ ତୁରନ୍ତ ତଦନ୍ତ ସହ ଆକ୍ସନ । ଏନେଇ କଡ଼ା ନିର୍ଦ୍ଦେଶନାମା

ଜାରି କରିଛି ରାଜ୍ୟ ଗୃହ ବିଭାଗ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande