ମହାନଦୀ ସୁରକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ମାନବଶୃଙ୍ଖଳ
ଭୁବନେଶ୍ୱର, 20 ଜୁନ୍ (ହି.ସ.)- ମହାନଦୀ ସୁରକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ମାନବଶୃଙ୍ଖଳ। ଭୁବନେଶ୍ୱରସ୍ଥିତ ଜୟଦେବଭବନ ଆଗରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ମାନବଶୃଙ୍ଖଳ। ମହାନଦୀ ଜଳ ଉପରେ ଓଡ଼ିଶାର ହକ୍ ଦାବି କଲା ମହାନଦୀ ବଞ୍ଚାଅ ଆନ୍ଦୋଳ
ମହାନଦୀ ସୁରକ୍ଷା ନେଇ     ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ମାନବଶୃଙ୍ଖଳ


ଭୁବନେଶ୍ୱର, 20 ଜୁନ୍ (ହି.ସ.)- ମହାନଦୀ

ସୁରକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ମାନବଶୃଙ୍ଖଳ। ଭୁବନେଶ୍ୱରସ୍ଥିତ

ଜୟଦେବଭବନ ଆଗରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ମାନବଶୃଙ୍ଖଳ। ମହାନଦୀ ଜଳ ଉପରେ ଓଡ଼ିଶାର

ହକ୍ ଦାବି କଲା ମହାନଦୀ ବଞ୍ଚାଅ ଆନ୍ଦୋଳନ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande